Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୧୭, ୧୯୧୪

ପୁରାତନ କୁ ଉଡ଼ାଇ ନେଇ ଚାଲିଛି ଏହି ଯେଉଁ ଧ୍ୱଂସର ଘୃଣ୍ଡି ତା’ ମଧ୍ୟରେ ଯେପରି ସକଳ ଭ୍ରାନ୍ତି, ସକଳ ପକ୍ଷପାତ, ସକଳ ମନାନ୍ତର ଲୋପ ହୋଇଯାଉ…ଜ୍ୟୋତିର ପ୍ରକାଶ ହେଉ ପୂର୍ଣ୍ଣ ପରିଶୁଦ୍ଧ, ସର୍ବବନ୍ଧନମୁକ୍ତ, ତା’ ମଧ୍ୟରେ ହେଉ ତୋରପୂର୍ଣ୍ଣ ଆବିର୍ଭାବ । ଭଗବାନ ! ତୁ ସର୍ବଶକ୍ତିମାନ୍ – ତୁ ଏ ଅସାଧ୍ୟ ସାଧନ କରିବୁ ।…

ଏହି ଚେତନା ମଧ୍ୟରେ ତୁ ସ୍ଥାପନ କରିବୁ ବିଜୟର ନିଶ୍ଚୟତା ।