Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୧୩, ୧୯୧୩

ପବିତ୍ରୀକରଣର ବିଶୁଦ୍ଧ ସୁଗନ୍ଧିତ ଧୂପ ଜଳିଉଠୁ ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱ ଆଡ଼କୁ, ଅଧିକରୁ ଅଧିକ ସିଧାସଳଖଭାବେ, ଯେପରି ପୂର୍ଣ୍ଣ ସତ୍ତାର ଅବିରାମ ପ୍ରାର୍ଥନା ଉଠିଚାଲେ ତୋ ସଙ୍ଗେ ମିଳିଯିବା ନିମନ୍ତେ, ତୋତେ ପ୍ରକଟ କରିବା ପାଇଁ ।