Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୧୬, ୧୯୧୪

ନୀରବ ବିନମ୍ର ଆରାଧନାର ଏଇ ବନ୍ଦନା…

ତୋ ମହିମା ସମ୍ମୁଖରେ ମୁଁ ପ୍ରଣତ, ତା’ର ଉଜ୍ଜଳତାରେ ସେ ମୋତେ ଅଭିଭୂତ କରି ରଖୁଛି ।…

ମୁଁ ଯେପରି ତୋ ପାଦ ତଳେ ମିଳାଇଯାଏ, ତୋ ମଧ୍ୟରେ ଦ୍ରବୀଭୂତ ହୋଇଯାଏ ।