ସେପ୍ଟେମ୍ବର ୯, ୧୯୧୪
ହେ ପ୍ରଭୁ ! ଜଗତ୍ ଦୁଇଟି ପରସ୍ପର ବିରୋଧୀ ଶକ୍ତିରେ ବିଭକ୍ତ ହୋଇଛି ଯେଉଁମାନେ ପ୍ରାଧାନ୍ୟ ସକାଶେ ଯୁଦ୍ଧ କରୁଛନ୍ତି, ଏବଂ ଉଭୟ ହିଁ ସମାନଭାବେ ତୋ ଦିବ୍ୟବିଧାନର ବିରୋଧୀ, କାରଣ ତୁ ଚାହୁଁ
ହେ ପ୍ରଭୁ ! ଜଗତ୍ ଦୁଇଟି ପରସ୍ପର ବିରୋଧୀ ଶକ୍ତିରେ ବିଭକ୍ତ ହୋଇଛି ଯେଉଁମାନେ ପ୍ରାଧାନ୍ୟ ସକାଶେ ଯୁଦ୍ଧ କରୁଛନ୍ତି, ଏବଂ ଉଭୟ ହିଁ ସମାନଭାବେ ତୋ ଦିବ୍ୟବିଧାନର ବିରୋଧୀ, କାରଣ ତୁ ଚାହୁଁ
ପ୍ରେମ ତୋର ଉଚ୍ଛେସିତ ଜୁଆର ତୁଲ୍ୟ ସମଗ୍ର ସତ୍ତାକୁ ଘେରି ରହିଛି ଏବଂ ସମସ୍ତ ବସ୍ତୁକୁ ପ୍ଳାବିତ କରୁଛି । ହେ ପ୍ରଭୁ ! ତୋ ପ୍ରେମ ସକଳ ହୃଦୟରେ ପ୍ରବେଶ କରିବ ଏବଂ
ହେ ଦିବ୍ୟଜନନୀ ! ସାଗ୍ରହେ ତୋତେ ପ୍ରଣାମ କରୁଛି, ଏବଂ ନିବିଡ଼ ଅନୁରାଗସହ ତୋ ସଙ୍ଗେ ଏକାତ୍ମ ହୋଇଯାଉଛି । ଦିବ୍ୟଜନନୀଙ୍କ ସଙ୍ଗେ ଏକ ହୋଇଯାଇ, ହେ ପ୍ରଭୁ, ମୁଁ ତୋ ଆଡ଼କୁ ଫେରିଛି,
ମୁଁ ବୋଲି ଆଉ କିଛି ନାହିଁ, ନାହିଁ ବ୍ୟକ୍ତିତ୍ଵ, ନାହିଁ ବ୍ୟକ୍ତିଗତ ସୀମାବନ୍ଧନ । ଅଛନ୍ତି କେବଳ ଆମ୍ଭମାନଙ୍କ ଜଗଜନନୀ, ଏହି ବିରାଟ ବିଶ୍ୱବ୍ରହ୍ମାଣ୍ଡ, ଏହା ଶୁଦ୍ଧିର ଜ୍ଵଳନ୍ତ ଅଗ୍ନିରେ ତୋ ଉଦ୍ଦେଶ୍ୟରେ ଅର୍ଘ୍ୟଦାନ
ଶୁଣ ସେହି କର ଯାହା ଉତ୍ଥିତ ହେଉଛି, ଶୁଣ ସେହି ଗାନ ଯାହା ଦିବ୍ୟ ଉଷାକୁ ବରଣ କରୁଛି । ତୋର ପରମ ଦିବ୍ୟବିଧାନ ପୂର୍ଣ୍ଣ ହେଉ, – ତାହା ଯଦି ବିଶ୍ଵଗତ ଶାଶ୍ୱତ
ବାହାରୁ ଅଥବା ଅନ୍ୟ ଏକ ବିଶେଷ ଜଗତରୁ କର୍ମ ନିମନ୍ତେ ବର୍ତ୍ତମାନ ପ୍ରେରଣା ଆସୁନାହିଁ । ହେ ଭଗବାନ୍, ସତ୍ତାର ଗଭୀରତମ ପ୍ରଦେଶରୁ ତୁହିଁ ସକଳ ବସ୍ତୁକୁ ପରିଚାଳିତ କରୁଛୁ, ତୋ ଇଚ୍ଛାଶକ୍ତି ହିଁ
ଲେଖନୀ ମୂକ, କାରଣ ମନ ନୀରବ, କିନ୍ତୁ ହେ ଭଗବାନ୍, ହୃଦୟ ତୋ ପାଇଁ ଆହା କରୁଛି ଏବଂ ତୋତେ ଆମ୍ଭମାନଙ୍କ ଦିବ୍ୟଜନନୀଙ୍କ ସଙ୍ଗେ ଏକ କରି ଧରିଛି ସେହି ଏହିଁ ପ୍ରେମ ଓ
ହେ ଭଗବାନ୍ ! ତୁ ଅଜ୍ଞୟର ଦ୍ୱାରଦେଶରେ, ତୋତେ ପ୍ରଣାମ କରୁଛି । କିନ୍ତୁ ଏପରି କ’ଣ ତୁ ନିଜେ ନିଜକୁ ପ୍ରଣାମ କରୁ ନାହୁଁ – ତୋର ସେହି ପଦବୀରେ ଯେଉଁଠାରେ ତୁ
ହେ ପ୍ରେମମୟୀ ମା, ଏଇ ତ ତୁ ଆମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ ! ମନେହୁଏ ଯେପରି ତୁ ତୋର ପୂର୍ଣ୍ଣ ସହଯୋଗ ସମ୍ବନ୍ଧରେ ଆମ୍ଭମାନଙ୍କୁ ନିଶ୍ଚିତ କରିଦେବାକୁ ଚାହୁଁ, ତୁ ଆମ୍ଭମାନଙ୍କୁ ଦେଖାଇ ଦେବାକୁ
ହେ ମଧୁମୟୀ ଦିବ୍ୟଜନନୀ ! ତୋ ସହାୟତାରେ ଅସମ୍ଭବ ବୋଲି କ’ଣ ଅଛି ? ସିଦ୍ଧିର ଦିନ ସନ୍ନିକଟ । ତୁ ଆମ୍ଭମାନଙ୍କୁ ନିଃସନ୍ଦେହ କରିଛୁ ଯେ ପରମ ଇଚ୍ଛାଶକ୍ତିର ସର୍ବାଙ୍ଗୀଣ ସାର୍ଥକତା ସାଧନରେ
ହେ ଭଗବାନ୍ ! ତୋ ସାନ୍ନିଧ୍ୟର ସ୍ତୁତିଗାନ କରିବାକୁ ଯାଇ ଲେଖନୀ ମୋର ମୂକ; କିନ୍ତୁ ତୁ ଯେପରି ଜଣେ ରାଜା, ତୋ ରାଜ୍ୟର ସମସ୍ତ ଅଧିକାର ତୁ ଗ୍ରହଣ କରିଛୁ । ବର୍ତ୍ତମାନ
ହେ ଭଗବାନ୍ ! ମନର ସମସ୍ତ ପ୍ରତିବନ୍ଧକ ତୁ ଭାଙ୍ଗି ଦେଇଛୁ ଏବଂ ଉପଲବ୍ଧ ତା’ର ପୂର୍ଣ୍ଣ ପ୍ରସାରରେ ଦେଖା ଦେଇଛି । କୌଣସି ଦିଗକୁ ଭୁଲିଲେ ଚଳିବ ନାହିଁ, ପ୍ରତ୍ୟେକଟିକୁ ଧରି ତା’ର
ହେ ଦିବ୍ୟଜନନୀ ! କି ଆକୁଳତା, କି ଜ୍ଵଳନ୍ତ ପ୍ରେମ ସହ ତୋର ଗଭୀରତର ଚେତନା, ତୋର ସେଇ ପରମ ପ୍ରେମ ତଥା ପୂର୍ଣ୍ଣାନନ୍ଦର ଉଚ୍ଚ ସ୍ଥିତି ଆଡ଼କୁ ଧାବିତ ହୋଇ ଆସି ଥିଲି,
ପୃଥିବୀ ଉପରେ ଅନ୍ଧକାର ଉତରି ଆସିଛି ଗାଢ଼ ଓ ପ୍ରଚଣ୍ଡ ହୋଇ, ବିଜୟୀ ହୋଇ… I ସ୍ଥୂଳ ଜଗତର ସବୁକିଛି ଦୁଃଖ, ଭୟ ଓ ଧ୍ବଂସରେ ପରିଣତ ହୋଇଛି, ଏବଂ ତୋ ପ୍ରେମର ଜ୍ୟୋତି
“ଛିଡ଼ାହୁଅ, ବିପଦର ସମ୍ମୁଖୀନ ହୁଅ !” ତୁ ମୋତେ କହିଲୁ, “ତୁ ମୁଖ ଫେରାଇନେବାକୁ କାହିଁକି ଚାହୁଁ ? କର୍ମକ୍ଷେତ୍ରରୁ, ଯୁଦ୍ଧକ୍ଷେତ୍ରରୁ ସତ୍ୟର ଗଭୀର ଧ୍ୟାନ ମଧ୍ୟରେ କାହିଁକି ପଳାଇ ଯିବାକୁ ଚାହୁଁ ?
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot