ସେପ୍ଟେମ୍ବର ୫, ୧୯୧୪ “ଛିଡ଼ାହୁଅ, ବିପଦର ସମ୍ମୁଖୀନ ହୁଅ !” ତୁ ମୋତେ କହିଲୁ, “ତୁ ମୁଖ ଫେରାଇନେବାକୁ କାହିଁକି ଚାହୁଁ ? କର୍ମକ୍ଷେତ୍ରରୁ, ଯୁଦ୍ଧକ୍ଷେତ୍ରରୁ ସତ୍ୟର ଗଭୀର ଧ୍ୟାନ ମଧ୍ୟରେ କାହିଁକି ପଳାଇ ଯିବାକୁ ଚାହୁଁ ? Read More »