ସେପ୍ଟେମ୍ବର ୧୭, ୧୯୧୪ ବାହାରୁ ଅଥବା ଅନ୍ୟ ଏକ ବିଶେଷ ଜଗତରୁ କର୍ମ ନିମନ୍ତେ ବର୍ତ୍ତମାନ ପ୍ରେରଣା ଆସୁନାହିଁ । ହେ ଭଗବାନ୍, ସତ୍ତାର ଗଭୀରତମ ପ୍ରଦେଶରୁ ତୁହିଁ ସକଳ ବସ୍ତୁକୁ ପରିଚାଳିତ କରୁଛୁ, ତୋ ଇଚ୍ଛାଶକ୍ତି ହିଁ Read More »