Divine Light Online

Tag: October

ଅକ୍ଟୋବର ୧୦, ୧୯୧୪

ପରମ ସଦ୍‌ବସ୍ତୁଙ୍କ ପାଖେ ସତ୍ତାର ସମର୍ପଣ ପ୍ରତିନିୟତ ନୂତନ ତଥା ଆହୁରି ସର୍ବାଙ୍ଗୀଣ ହୋଇଉଠୁ – ସେହି ପରମ ସଦ୍ରବସ୍ତୁ ଏକ ଦିଗରେ ଯେପରି ଅଚିନ୍ତନୀୟ, ଅନିର୍ବଚନୀୟ, ଅନ୍ୟ ଦିଗରେ ସେହିପରି ଅନନ୍ତକାଳ ମଧ୍ୟରେ

Read More »

ଅକ୍ଟୋବର ୧୧, ୧୯୧୪

ନିରନ୍ତର କାହିଁକି ଏହି ବୋଧ ଯେପରି ବ୍ୟତିବ୍ୟସ୍ତତାରେ ଓ କାହାର ପ୍ରତୀକ୍ଷାରେ ରହିଛି ? ସତ୍ତା ସମ୍ପୂରୂପେ ତୋ ଆଡ଼କୁ ଫେରିଛି ଓ ଦିବ୍ୟ ଅନ୍ତରଙ୍ଗତାର ପରମ ଆନନ୍ଦ ମଧ୍ୟରେ ନିବାସ କରୁଛି ।

Read More »

ଅକ୍ଟୋବର ୧୨, ୧୯୧୪

ହେ ଭଗବାନ୍ ! ସେମାନଙ୍କର ଦୁଃଖ ଓ ଯନ୍ତ୍ରଣା ମୋର ବାହ୍ୟ ସତ୍ତା ଅନୁଭବ କରୁଥିଲା । ଅଜ୍ଞାନତା କେବେ ଦୂର ହେବ ? କେବେ ଦୁଃଖର ଅବସାନ ହେବ ? ହେ ଭଗବାନ୍

Read More »

ଅକ୍ଟୋବର ୧୪, ୧୯୧୪

ହେ ମା ଭଗବତୀ ! ତୁ ଆମ୍ଭମାନଙ୍କ ସଙ୍ଗରେ ରହିଛୁ, ପ୍ରତ୍ୟେକ ଦିନ ତୁ ତା’ର ପ୍ରମାଣ ମୋତେ ଦେଉଛୁ । ତୋ ସଙ୍ଗେ କ୍ରମେ ଆହୁରି ସମଗ୍ର ଭାବେ, ଆହୁରି ନିରବଚ୍ଛିନ୍ନଭାବେ ଏକୀଭୂତ

Read More »

ଅକ୍ଟୋବର ୧୬, ୧୯୧୪

ତୁ ଚାହୁଁ ମୁଁ ଯେପରି ଗୋଟିଏ ଜଳବାହୀ ପ୍ରଣାଳୀ ତୁଲ୍ୟ ହୋଇଉଠେ, ନିରନ୍ତର ଉନ୍ମକ୍ତ, ନିରନ୍ତର ବୃହତ୍ତର ହୋଇଚାଲେ, ଯଦ୍ଦ୍ୱାରା ତୋ ଶକ୍ତି ପ୍ରଚୁର ଭାବେ ଏ ଧରଣୀ ଉପରେ ପ୍ରବାହିତ ହୋଇପାରିବ… ହେ

Read More »

ଅକ୍ଟୋବର ୧୭, ୧୯୧୪

ହେ ଦିବ୍ୟଜନନୀ ! ସକଳ ବାଧାବିଘ୍ନ ଅତିକ୍ରାନ୍ତ ହେବ, ଶତ୍ରୁମାନେ ଦମିତ ହେବେ । ତୋର ସର୍ବଜୟୀ ପ୍ରେମ ସହ ସମଗ୍ର ପୃଥିବୀ ଉପରେ ତୁହିଁ ରାଜତ୍ଵ କରିବୁ, ମନୁଷ୍ୟମାନଙ୍କ ଚେତନା ତା ପ୍ରଶାନ୍ତିର

Read More »

ଅକ୍ଟୋବର ୨୩, ୧୯୧୪

ହେ ଭଗବାନ୍ ! ଆଧାର ସର୍ବାଙ୍ଗ ପ୍ରସ୍ତୁତ, ତୋତେ ସେ ଡାକୁଛି, ତୁ ଆସି ତୋ ସମ୍ପତ୍ତି ଅଧିକାର କର । ଯନ୍ତ୍ରର କି ପ୍ରୟୋଜନ ଯଦି ଯନ୍ତ୍ରୀ ତାକୁ ବ୍ୟବହାର ନ କରେ

Read More »

ଅକ୍ଟୋବର ୨୫, ୧୯୧୪

ହେ ଭଗବାନ୍ ! ତୋ ନିମନ୍ତେ ମୋର ଆସ୍ପୃହା ଗୋଟିଏ ସୁନ୍ଦର, ସୁସଙ୍ଗତ, ପୂର୍ଣ୍ଣ ପ୍ରସ୍ଫୁଟିତ ତଥା ସୁରଭିତ ଗୋଲାପର ରୂପ ଧାରଣ କରିଛି । ଏହାକୁ ମୁଁ ଦୁଇ ହାତରେ ଧରି ତୋତେ

Read More »

ଅକ୍ଟୋବର ୭, ୧୯୧୩

ତିନି ମାସ ଅନୁପସ୍ଥିତି ପରେ, ହେ ଭଗବାନ୍ ତୋ ନାମରେ ଉତ୍ସର୍ଗୀକୃତ ଏହି ଗୃହକୁ ଫେରି ମୋର ଦୁଇଟି ଉପଲବ୍ଧ ହେଲା । ପ୍ରଥମତଃ, ମୋର ବାହ୍ୟ ସତ୍ତାରେ, ମୋର ସ୍ଥୂଳ ଚେତନାରେ ମୁଁ

Read More »

ଅକ୍ଟୋବର ୫, ୧୯୧୪

ହେ ସର୍ବେଶ୍ୱର ! ତୋ ଧ୍ୟାନର ପ୍ରଶାନ୍ତ ନୀରବତା ମଧ୍ୟରେ ପ୍ରକୃତି ନୂତନ ରୂପେ ଗଠିତ ଓ ଦୃଢ଼ୀଭୂତ ହୋଇଛି । ବ୍ୟକ୍ତିଗତ ସକଳ ବିଧାନକୁ ଅତିକ୍ରମ କରି ସେ ବୁଡ଼ିଯାଇଛି ତୋ ଆନନ୍ତ୍ୟ

Read More »

ଅକ୍ଟୋବର ୬, ୧୯୧୪

ହେ ମଧୁମୟୀ ମା ! ମୋତେ ଏହା ଶିଖାଇ ଦେ, କିପରି ସର୍ବତୋ ଭାବେ ଏବଂ ସଦାସର୍ବଦା ମୁଁ ତୁ ହୋଇଉଠିବି, ନିଜକୁ ନିଃଶେଷରେ ଉତ୍ସର୍ଗ କରିଦେଇ ପାରିବି ଏହି କାର୍ଯ୍ୟରେ ଯଦ୍ଦ୍ୱାରା ପ୍ରକାଶୋନ୍ମୁଖ

Read More »

ଅକ୍ଟୋବର ୭, ୧୯୧୪

ହେ ଭଗବାନ୍ ! ସମଗ୍ର ପୃଥିବୀ ଉପରେ ତୋ ଆଲୋକ ପ୍ରବାହିତ ହେଉ, ପ୍ରତ୍ୟେକ ହୃଦୟରେ ଶାନ୍ତି ବିରାଜିତ ହେଉ ! … ପ୍ରାୟ ସମସ୍ତେ କେବଳ ସେହି ଜୀବନକୁ ଜାଣନ୍ତି ଯାହା ସ୍ଥୂଳ,

Read More »

ଅକ୍ଟୋବର ୮, ୧୯୧୪

କର୍ମ ମଧ୍ୟରେ ଯେଉଁ ଆନନ୍ଦ ତାହାର ପ୍ରତିପୂରଣ ଓ ସାମ୍ୟରକ୍ଷା କରେ ଅନ୍ୟଦିଗରେ ସକଳ କର୍ମନିବୃତି ମଧ୍ୟରେ ରହିଛି ଯେଉଁ ବୃହତ୍ତର ଆନନ୍ଦ – ଏହି ଦୁଇଟି ଅବସ୍ଥା ଯେତେବେଳେ ଆଧାର ମଧ୍ୟରେ ପର୍ଯ୍ୟାୟକ୍ରମେ

Read More »