ନଭେମ୍ବର ୨୯, ୧୯୧୩
କାହିଁକି ଏଇ କୋଳାହଳ, ଏଇ ଆନ୍ଦୋଳନ, ଏଇ ବିକ୍ଷୋଭ ? କାହିଁକି ଏହି ଘୂର୍ଣ୍ଣିବାତ୍ୟା ମନୁଷ୍ୟକୁ ନେଇ ଛୁଟିଚାଲିଛି ଝଡ଼ ଭିତରେ ପଡ଼ିଯାଇଥିବା ଦଳେ ମାଛି ପରି । କି କରୁଣ ଦୃଶ୍ୟ, ଶକ୍ତିର
କାହିଁକି ଏଇ କୋଳାହଳ, ଏଇ ଆନ୍ଦୋଳନ, ଏଇ ବିକ୍ଷୋଭ ? କାହିଁକି ଏହି ଘୂର୍ଣ୍ଣିବାତ୍ୟା ମନୁଷ୍ୟକୁ ନେଇ ଛୁଟିଚାଲିଛି ଝଡ଼ ଭିତରେ ପଡ଼ିଯାଇଥିବା ଦଳେ ମାଛି ପରି । କି କରୁଣ ଦୃଶ୍ୟ, ଶକ୍ତିର
ହେ ଭଗବାନ୍ ! ଅନେକ ଦିନ ହେଲା ଲେଖନୀ ମୋର ନୀରବ ହୋଇଯାଇଛି… । ତଥାପି ତୁ ଏପରି ମୁହୂର୍ତ୍ତସକଳ ଆଣିଦେଇଛୁ ଯେତେବେଳେ ମୁଁ ପାଇଛି ଅବିସ୍ମରଣୀୟ ଜ୍ଞାନାଲୋକ, ଏପରି ମୁହୂର୍ତ୍ତସକଳ ଯେତେବେଳେ ଦିବ୍ୟତମ
ହେ ଭଗବାନ୍ ! ତୋର ପୂର୍ଣ୍ଣ ଆଲୋକ ନିମନ୍ତେ ଆମ୍ଭେମାନେ ତୋତେ ଆବାହନ କରୁଛୁ । ତୋତେ ପ୍ରକାଶ କରିବା ନିମନ୍ତେ ଆମ୍ଭମାନଙ୍କ ମଧ୍ୟରେ ଶକ୍ତି ଜାଗ୍ରତ୍ କର ।… ନିର୍ଜନ ଗୁହା ସମ
ହେ ଭଗବାନ୍ ! ଆମ୍ଭେମାନେ ପୂର୍ଣ୍ଣ ଚେତନା ନିମନ୍ତେ ଅଭୀପ୍ସା କରୁଛୁ ।… ସମଗ୍ର ସତ୍ତାଟି ସଂହତ ହୋଇଉଠିଛି ନାନାବିଧ ଅଥଚ ପୂର୍ଣ୍ଣରୂପେ ସୁସମଞ୍ଜସ ପୁଷ୍ପରାଜି ଦ୍ଵାରା ଦୃଢ଼ରୂପେ ବନ୍ଧା ହୋଇଥିବା ଗୋଟିଏ ମାଳା
ହେ ପ୍ରଭୁ ! ମୋ ମଧ୍ୟରେ ତୋର ପ୍ରତିଷ୍ଠା ଗୋଟିଏ ସ୍ଥିର ଅବିଚଳ ଗିରିତୁଲ୍ୟ ଏବଂ ସମଗ୍ର ସତ୍ତା ଆନନ୍ଦରେ ଉଲ୍ଲସିତ ଏହି କାରଣରୁ ଯେ ଏହା ନିଃଶେଷରେ, ସର୍ବାଙ୍ଗୀଣ ଓ ପରିପୂର୍ଣ୍ଣ ଆତ୍ମସମର୍ପଣ
ଏକ ମାତ୍ର ପ୍ରଧ୍ୟାନ ବିଷୟ ହେଲା ଲକ୍ଷ୍ୟପ୍ରାପ୍ତି; ପଥ ଏତେ ମହତ୍ତ୍ୱପୂର୍ଣ୍ଣ ନୁହେଁ, ଏବଂ ଅନେକ ସମୟରେ ଆଗରୁ ଏହା ନ ଜାଣିବା ବରଂ ଭଲ । କିନ୍ତୁ ଯାହା ଆମ୍ଭମାନଙ୍କର ଜାଣିବା ଉଚିତ
ତୁ ସମୁଦ୍ର ଉପରେ ବାୟୁପ୍ରବାହ ତୁଲ୍ୟ, ଯେତେବେଳ ପର୍ଯ୍ୟନ୍ତ ଦୀର୍ଘ ସମୁଦ୍ରଯାତ୍ରାନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟସମ୍ଭାରରେ ଜାହାଜ ପରିପୂର୍ଣ୍ଣ ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ତୁ ତାହାକୁ ବେଳାଭୂମିକୁ ଫେରାଇ ଆଣୁ। ଅସାବଧ୍ୟାନ ଭାବେ ତୁ
ହେ ମହିମମୟୀ ମା ! ତୋତେ ସହ୍ୟ କରିବାକୁ ନ ପଡ଼େ ! ଯେତେଥର ତୋର ସଚେତନ ଇଚ୍ଛାଶକ୍ତି ପ୍ରକଟିତ ହେବାକୁ ଚେଷ୍ଟା କରେ ଭୁଲସବୁ ସଂଶୋଧନ କରିବାକୁ, ନିଜ ଜ୍ଞାନବିଭ୍ରାନ୍ତିରେ ପଥହରା ବ୍ୟକ୍ତିର
ହେ ମଙ୍ଗଳମୟ ପରମ ବିଧାତା ! ତୁହିଁ ସକଳ ବସ୍ତୁର ଜୀବନ, ଜ୍ୟୋତିଃ ଓ ପ୍ରେମ । ମୋର ସମସ୍ତ ସତ୍ତା ତତ୍ତ୍ୱତଃ ତୋଠାରେ ନିବେଦିତ, କିନ୍ତୁ ପ୍ରତ୍ୟେକ କ୍ଷୁଦ୍ର କ୍ଷୁଦ୍ର ବ୍ୟାପାରରେ ଏହି
ହେ ଭଗବାନ୍ ! ତୋ ସମ୍ମୁଖରେ ମୁଁ ଖଣ୍ଡେ ସାଦା କାଗଜ ପରି ହେବାକୁ ଚାହେଁ, ଯେପରି ବିନା ବାଧାରେ, ବିନା ମିଶ୍ରଣରେ ତୋର ଇଚ୍ଛା ମୋ ଭିତରେ ଲିପିବଦ୍ଧ ହୋଇପାରେ । ଅତୀତ
ତୋତେ ମୁଁ ଯଥାର୍ଥ ଭାବେ ପାଇଛି, ତୋ ସଙ୍ଗେ ମୋର ମିଳନ ନିରନ୍ତର, ଏହି କଥା ସେହି ଇଂରେଜ ଯୁବକକୁ ଗତକାଲି କହିଲି, ଯେ କି ଯଥାର୍ଥ ଐକାନ୍ତିକ ଆକାଂକ୍ଷା ସହ ତୋତେ ଅନୁସନ୍ଧାନ
ହେ ଭଗବାନ୍ ! ତୁ ତୋ ଶକ୍ତି ମୋତେ ଦାନ କରିଛୁ, ଯେପରି ପୃଥିବୀ ଉପରେ ତୋର ଶାନ୍ତି ଓ ତୋର ଆନନ୍ଦ ରାଜତ୍ଵ କରୁ ।ଏହି ଆଧାର ହିଁ ହେଲା । ସେହି
ତୋ ଦିବ୍ୟଜ୍ୟୋତିଃ ମୋ ଭିତରେ ଗୋଟିଏ ଜୀବନ୍ତ ଅଗ୍ନିଶିଖା ତୁଲ୍ୟ ଜଳୁଛି ଆଉ ତୋ ଦିବ୍ୟପ୍ରେମ ମୋ ଭିତରେ ପ୍ରବେଶ କରୁଛି । ମୁଁ ମୋ ସମସ୍ତ ସତ୍ତା ସହ ଅଭୀପ୍ସା କରୁଛି ଯେ
ପ୍ରବଳ ବାୟୁ ଯେପରି ସମୁଦ୍ର ବକ୍ଷରେ ପ୍ରବାହିତ ହେଲେ ତାହାର ଅସଂଖ୍ୟ ତରଙ୍ଗାବଳୀକୁ ଫେନପୁଞ୍ଜରେ ମୁକୁଟମଣ୍ଡିତ କରେ, ସେହିପରି ମୋ ସ୍ମୃତି ଉପର ଦେଇ ଗୋଟାଏ ବିପୁଳ ଫୁକାର ପ୍ରବାହିତ ହୋଇ ସେଠାରେ ଅଗଣିତ
ପ୍ରତି ମୁହୂର୍ତ୍ତରେ ମୋ ଅନ୍ତରତମ କୃତଜ୍ଞତା ଜଣାଇ ତୋର ସ୍ତୁତି ଗାନ କରିବି ।ମୋ ଚତୁର୍ଦ୍ଦିଗରେ, ସର୍ବତ୍ର, ସକଳ ବସ୍ତୁ ମଧ୍ୟରେ ତୁ ନିଜକୁ ପ୍ରକାଶ କରୁଛୁ, ଏବଂ ମୋ ଭିତରେ ତୋ ଚେତନା,
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot