ନଭେମ୍ବର ୩, ୧୯୧୨ ତୋ ଦିବ୍ୟଜ୍ୟୋତିଃ ମୋ ଭିତରେ ଗୋଟିଏ ଜୀବନ୍ତ ଅଗ୍ନିଶିଖା ତୁଲ୍ୟ ଜଳୁଛି ଆଉ ତୋ ଦିବ୍ୟପ୍ରେମ ମୋ ଭିତରେ ପ୍ରବେଶ କରୁଛି । ମୁଁ ମୋ ସମସ୍ତ ସତ୍ତା ସହ ଅଭୀପ୍ସା କରୁଛି ଯେ Read More »
ନଭେମ୍ବର ୩, ୧୯୧୪ ହେ ଭଗବାନ୍ ! ଅନେକ ଦିନ ହେଲା ଲେଖନୀ ମୋର ନୀରବ ହୋଇଯାଇଛି… । ତଥାପି ତୁ ଏପରି ମୁହୂର୍ତ୍ତସକଳ ଆଣିଦେଇଛୁ ଯେତେବେଳେ ମୁଁ ପାଇଛି ଅବିସ୍ମରଣୀୟ ଜ୍ଞାନାଲୋକ, ଏପରି ମୁହୂର୍ତ୍ତସକଳ ଯେତେବେଳେ ଦିବ୍ୟତମ Read More »