Divine Light Online

Tag: May

ମେ ୧୨, ୧୯୧୪

ଅଧିକରୁ ଅଧିକ ମୋର ସ୍ପଷ୍ଟ ବୋଧ ହେଉଛି ଯେ ଆମ୍ଭେମାନେ କର୍ମର ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠି ଅତୀତ ପ୍ରୟାସ ଫଳ ଦେଖା ଦେଇଥାଏ – ଏହା ଏପରି ଏକ ପର୍ଯ୍ୟାୟ ଯେତେବେଳେ

Read More »

ମେ ୨୯, ୧୯୧୪

ହେ ମୋର ମଧୁମୟ ପ୍ରଭୁ, ଯେଉଁମାନେ ତୋର ମସ୍ତକରେ ସ୍ଥାନ ପାଇଛନ୍ତି, ଅର୍ଥାତ୍ ବୁଦ୍ଧିଗତ ଭାଷାରେ, ଯେଉଁମାନେ ତୋ ପରା ଚେତନା ସଙ୍ଗେ ସେମାନଙ୍କ ଚେତନାକୁ ଏକୀଭୂତ କରିଛନ୍ତି, ଯେଉଁମାନେ ହୋଇଉଠିଛନ୍ତି ତୋର ପରାଞ୍ଜାନ

Read More »

ମେ ୧୩, ୧୯୧୪

ଭଗବାନ୍, ମୋ ମନର ଏଇ ତନ୍ଦ୍ରାଳୁତାକୁ ତୁ ଝାଡ଼ି ଫିଙ୍ଗିଦେ ଯେଉଁଥିରେ ମୋର ଜ୍ଞାନ ହେବ ଏବଂ ମୁଁ ବୁଝିପାରିବି ତୁ ମୋର ଆଧାରକୁ କି ଅଭିଜ୍ଞତା ଆଣି ଦେଇଛୁ ।ଯେତେବେଳେ ମୋ ମଧ୍ୟରେ

Read More »

ମେ ୩୧, ୧୯୧୪

ପ୍ରଶାନ୍ତ ସନ୍ଧ୍ୟାର ଆତ୍ମସମାହିତ ମଧ୍ୟରେ ଯେତେବେଳେ ସୂର୍ଯ୍ୟ ବୁଡ଼ିଗଲେ, ମୋର ସମଗ୍ର ସତ୍ତା ତୋ ନିକଟରେ ପ୍ରଣତ ହେଲା ନୀରବ ପୂଜା ଓ ପୂର୍ଣ୍ଣ ସମର୍ପଣ ନେଇ । ମୁଁ ହୋଇଗଲି ସମସ୍ତ ପୃଥିବୀ

Read More »

ମେ ୧୫, ୧୯୧୪

ଶିଖର ଦେଶରେ ଛିଡ଼ା ହୋଇ ଚାହିଁଲେ ଦୃଷ୍ଟି ଯେପରି ପଡ଼େ ଦୂରପ୍ରସାରିତ ଚକ୍ରବାଳ ଉପରେ, ସେହିପରି ହେ ଭଗବାନ୍, ତୋର ଏକତ୍ଵ ଏବଂ ଅଭିବ୍ୟକ୍ତ ଜଗତର ମଧ୍ୟରେ ଯେଉଁ ଅନ୍ତର୍ବସ୍ତୀ ଲୋକ ରହିଛି, ତାହା

Read More »

ମେ ୨୪, ୧୯୧୫

ହେ ଭଗବାନ୍ ! ଦିନେ ତୁ ମୋ ମନକୁ ଶିକ୍ଷା ଦେଲୁ ଯେ ସେ ତା ଦିବ୍ୟ ସତ୍ୟର ପ୍ରକାଶର ଯନ୍ତ୍ର ହୋଇ, ତୋ ସନାତନ ସଂକଳ୍ପର ବାହନ ହୋଇ ପୂର୍ଣ୍ଣଭାବେ କାର୍ଯ୍ୟ କରିପାରେ,

Read More »

ମେ ୧୬, ୧୯୧୪

କାଲି ମୁଁ ଠିକ୍ ଯେତେବେଳେ ମୋର ଅନୁଭୂତିଟିକୁ ଭାଷାରେ ବ୍ୟକ୍ତ କରିବାକୁ ଚେଷ୍ଟା କରୁଥିଲି, ସେତେବେଳେ ମୋତେ ହଠାତ୍ତ୍ ବାଧା ପାଇ ଅଟକି ଯିବାକୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ମନେହେଉଛି ସବୁ ଯେପରି

Read More »

ମେ ୧୭, ୧୯୧୪

ହେ ଭଗବାନ୍, ଯେଉଁସବୁ ମାନସ ପ୍ରଭାବ ମୋ ଉପରେ ଚାପି ରହିଛି, ସେଥିରୁ ମୋତେ ମୁକ୍ତ କର, ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ମୁଁ ଯେପରି ତୋ ଅଭିମୁଖରେ ତୀବ୍ର ବେଗରେ ଛୁଟିଯାଇପାରେ ।

Read More »

ମେ ୧୮, ୧୯୧୪

ହେ ଭଗବାନ୍, ତୁହିଁ ଏକ ମାତ୍ର ସଦ୍‌ବସ୍ତୁ, ସର୍ବଶକ୍ତିମାନ୍ ଓ ଶାଶ୍ଵତ । ଯେଉଁବ୍ୟକ୍ତି ତା’ର ସତ୍ତାର ଗଭୀରରେ ତୋ ସଙ୍ଗେ ଏକ ହୁଏ, ସେ ତୋର ଅନନ୍ତ ଓ ଅକ୍ଷୟ ସର୍ବଶକ୍ତିମୟ ସବସ୍ତୁ

Read More »

ମେ ୧୯, ୧୯୧୪

ଏହି ଯେଉଁ ମନୋମୟ ଜୀବଟି ତା’ର ସମସ୍ତ ବ୍ୟକ୍ତିଗତ ଜୀବନରେ ତୋ ପ୍ରତି ଗଭୀର ଭକ୍ତି, ମନୁଷ୍ୟ ପ୍ରତି ଅସୀମ କରୁଣା, ଜ୍ଞାନ ପାଇଁ ତୀବ୍ର ଆସ୍ପୃହା, ପୂର୍ଣ୍ଣତା ନିମନ୍ତେ ଗଭୀର ପ୍ରୟାସ ଆଦି

Read More »

ମେ ୨୦, ୧୯୧୪

ସେହି ଶିଖରର ଚୂଡ଼ା ଯାହାକି ତୋର ଅନନ୍ତ ଦିବ୍ୟପ୍ରେମ ସହିତ ଏକାତ୍ମତା, ସେଥିରୁ ମୋର ଦୃଷ୍ଟି ତୁ ଫେରାଇ ଦେଇଛୁ ଏହି ଜଟିଳ ଦେହାଧାର ଉପରକୁ, ଯାହାକୁ ତୋର ସେବାର ଯନ୍ତ୍ର ହେବାକୁ ହେବ

Read More »

ମେ ୨୧, ୧୯୧୪

ସକଳ ପ୍ରକାଶର ବାହାରେ, ଶାଶ୍ୱତ ଅକ୍ଷୟ ନୀରବତା ମଧ୍ୟରେ ମୁଁ ତା ଭିତରେ ରହିଛି, ହେ ଭଗବାନ୍, ତୁ ଚିରସ୍ଥିର ଆନନ୍ଦ । ତୋର ଶକ୍ତି ଓ ଅନୁପମ ଜ୍ୟୋତିରୁ ଗୃହୀତ ଯେଉଁବସ୍ତୁ ଦେଇ

Read More »

ମେ ୨୨, ୧୯୧୪

ସତ୍ତାର ସକଳ ଅବସ୍ଥାରେ, ଜୀବନର ସକଳ କ୍ଷେତ୍ରରେ, କ୍ରମଶଃ ଯେତେବେଳେ ଆମେ ଅବସ୍ତୁ ଠାରୁ ସବସ୍ତୁକୁ ଚିହ୍ନି ନେଇଛୁ, ତୋର ଅଦ୍ୱିତୀୟ ସତ୍ତାର ଅଖଣ୍ଡ ପରିପୂର୍ଣ୍ଣନିଶ୍ଚୟତା ଲାଭ କରିଛୁ, ସେତେବେଳେ ସେଇ ପରା ଚେତନାର

Read More »

ମେ ୧୧, ୧୯୧୩

ଯେତେବେଳେ ମୋର କିଛି ସ୍ଥୂଳ ବୈଷୟିକ ଦାୟିତ୍ୱ ନ ଥାଏ, ସେତେବେଳେ ସେ ସମ୍ପର୍କରେ ମୋର ସମସ୍ତ ଭାବନା-ଚିନ୍ତା କୁଆଡ଼େ ଦୂରକୁ ଚାଲିଯାଏ, ଏବଂ ମୋର ମନ ଏକାନ୍ତଭାବେ, ପୂର୍ଣ୍ଣଭାବେ ତୋଠାରେ ଓ ତୋ

Read More »

ମେ ୨୩, ୧୯୧୪

ହେ ଭଗବାନ୍, ମୁଁ ଚାହେଁ ନିରନ୍ତର ତୋର ଚେତନା, ଚାହେଁ ମୋ ସତ୍ତାର କ୍ଷୁଦ୍ରତମ କୋଷରେ ତୋର ପ୍ରତିଷ୍ଠା – ତୋତେ ଜାଣିବାକୁ ଚାହେଁ ଠିକ୍ ନିଜ ପରି, ସମସ୍ତ ବସ୍ତୁ ଭିତରେ ତୋର

Read More »