ମାର୍ଚ୍ଚ ୧୫, ୧୯୧୪ ମୋ ଚିନ୍ତା ତୋ ଦ୍ୱାରା ପୂର୍ଣ୍ଣ, ପୂର୍ଣ୍ଣ ମୋର ହୃଦୟ, ପରିପୂର୍ଣ୍ଣ ମୋର ସମଗ୍ର ସତ୍ତା ତୋ ସାନିଧ୍ୟରେ; ବଢ଼ିଚାଲିଛି ଶାନ୍ତି, ଏହି ଶାନ୍ତି ଜନ୍ମ ଦେଉଛି ସ୍ଥିର ପ୍ରଶାନ୍ତିର ଏପରି ଏକ ଅବିମିଶ୍ର Read More »