ଜୁନ୍ ୨୬, ୧୯୧୪ ହେ ଭଗବାନ୍, ଜଗତର ଅଧୀଶ୍ୱର, ତୋତେ ମୁଁ ପ୍ରଣାମ କରୁଛି । କର୍ମ ପ୍ରତି ଆସକ୍ତ ନ ହୋଇ କର୍ମ କରିବାକୁ ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କର, ବ୍ୟକ୍ତିତ୍ଵର ମୋହରେ ବାସ ନ କରି, Read More »