ଜୁନ୍ ୧, ୧୯୧୪ ସର୍ବଜୟୀ ହେ ଦିବ୍ୟ ପ୍ରେମଶକ୍ତି, ଏ ବିଶ୍ଵର ତୁହିଁ ଏକଚ୍ଛତ୍ର ଅଧୀଶ୍ୱର, ତୁହିଁ ତା’ର ସ୍ରଷ୍ଟା, ତା’ର ତ୍ରାଣକର୍ତ୍ତା, ତୋରି କଲ୍ୟାଣରୁ ସେ ଉଠିଆସିଛି ଆଦି ଅନ୍ଧକାରର ଗର୍ଭରୁ, ଆଉ ତୁହିଁ ତାକୁ ନେଇଚାଲିଛୁ Read More »