Divine Light Online

Tag: July

ଜୁଲାଇ ୧୮, ୧୯୧୪

ପ୍ରଚଣ୍ଡ ଝଡ଼ଝଞ୍ଜା ସନ୍ଦେ ଦୁଇଟି ଜିନିଷ ଅଚଞ୍ଚଳ ହୋଇ ରହିଯାଏ – ଏହି ସଂକଳ୍ପ, ସମସ୍ତେ ଯେପରି ପ୍ରକୃତ ସୁଖ ଅନୁଭବ କରିପାରନ୍ତି, ତୋ ମଧ୍ୟରେ ରହିଛି ଯେଉଁସୁଖ; ଆଉ ଏହି ଦୀପ୍ତ କାମନା,

Read More »

ଜୁଲାଇ ୨୧, ୧୯୧୩

ବାସ୍ତବିକ କେତେ ଧୈର୍ଯ୍ୟର ପ୍ରୟୋଜନ ! ଉନ୍ନତି ତ ଜାଣି ହୁଏ ନାହିଁ ! … ମୁଁ ତୋତେ କେତେ ଆବାହନ ନ କରେ ହୃଦୟର ଅନ୍ତଃସ୍ଥଳରୁ – ହେ ଭଗବାନ୍, ହେ ଅଧୀଶ୍ୱର,

Read More »

ଜୁଲାଇ ୧୯, ୧୯୧୪

ହେ ଭଗବାନ୍, ତୋ ନିଜ ସୃଷ୍ଟିର ତୁହିଁ ସର୍ବଶକ୍ତିମାନ୍ ଅଧୂପତି; ଏସବୁ ଯନ୍ତ୍ର ସେମାନଙ୍କର ଅତି ସଂକୀର୍ଣ୍ଣ ଗଣ୍ଡିର ସୀମାରେଖା, ସେମାନଙ୍କର ଅତି ଦୃଢ଼ବଦ୍ଧ, ଅତି ଇତର ସୀମାବନ୍ଧନ କାଟି ଯେପରି ବାହାରକୁ ଚାଲି

Read More »

ଜୁଲାଇ ୨୩, ୧୯୧୩

ହେ ପ୍ରଭୁ, ହେ ଅଚିନ୍ତ୍ୟ ମହିମା, ତୋର ସୌନ୍ଦର୍ଯ୍ୟ ପୃଥିବୀକୁ ପରିପ୍ଲାବିତ କରୁ, ତୋ’ର ପ୍ରେମ ସକଳଙ୍କ ହୃଦୟରେ ପ୍ରଜ୍ଜଳିତ ହେଉ, ତୋର ଶାନ୍ତି ସମସ୍ତଙ୍କ ଉପରେ ରାଜତ୍ଵ କରୁ । ଗୋଟିଏ ଗମ୍ଭୀର,

Read More »

ଜୁଲାଇ ୨୧, ୧୯୧୪

ଦେହ ନ ଥା, କୌଣସି ଇନ୍ଦ୍ରିୟାନୁଭୂତି ମଧ୍ୟ ନ ଥିଲା; ଥିଲା କେବଳ ଏକ ଆଲୋକର ସ୍ତମ୍ଭ, ଯେଉଁଠି ସାଧାରଣତଃ ଦେହମୂଳ ସେଇଠୁ ଊର୍ଦ୍ଧ୍ୱକୁ ମସ୍ତକ ପର୍ଯ୍ୟନ୍ତ ଉଠି ତାହା ସେଠାରେ ଧାରଣ କରିଥା

Read More »

ଜୁଲାଇ ୧, ୧୯୧୪

ହେ ଭଗବାନ୍, ଭକ୍ତି ଓ ଆନନ୍ଦ ସହ ତୋତେ ପ୍ରଣତି ଜଣାଉଛି । ତୋ ନିକଟରେ ଆମର ଆଦାନ ପ୍ରତିନିୟତ ନୂତନୀକୃତ ଯଦ୍ଦ୍ୱାରା ପୃଥିବୀ ଉପରେ ଏବଂ ବିଶ୍ୱରେ ସର୍ବତ୍ର ତୋ ଇଚ୍ଛା ପୂର୍ଣ୍ଣ

Read More »

ଜୁଲାଇ ୨୨, ୧୯୧୪

ହେ ପ୍ରଭୁ, ତୁହିଁ ପୂର୍ଣ୍ଣ ପ୍ରେମ, ଏବଂ ତୋର ପ୍ରେମାଲୋକ ସକଳ ହୃଦୟ ଏବଂ ସକଳ ଭାବନାରାଜି ମଧ୍ୟରେ ବିରାଜିତ । ତୋର ରୂପାନ୍ତରର କାର୍ଯ୍ୟ ସମ୍ପନ୍ନ କର, ଆମ୍ଭମାନଙ୍କୁ ପ୍ରଦୀପ୍ତ କର ।

Read More »

ଜୁଲାଇ ୪, ୧୯୧୪

ତୁ ପରମ ବୀର୍ଯ୍ୟ, ବିଜୟୀ ଶକ୍ତି, ତୁ ଶୁଦ୍ଧି, ସୌନ୍ଦର୍ଯ୍ୟ, ପୂର୍ଣ୍ଣ ପ୍ରେମ । ଏ ସତ୍ତା ଅଖଣ୍ଡଭାବେ, ଏ ଦେହ ସମଗ୍ର ଭାବେ ଯେପରି ତୋ ନିକଟରେ ଯାଇ ଉପସ୍ଥିତ ହୁଏ, ଗଭୀର

Read More »

ଜୁଲାଇ ୨୩, ୧୯୧୪

ହେ ପ୍ରଭୁ, ତୁ ସର୍ବଶକ୍ତିମାନ୍ । ଯୋଦ୍ଧା ହୋଇ ସକଳ ବିଜୟ ନେଇଆସ । ତୋ ପ୍ରେମ ଆମ ହୃଦୟର ଏକଚ୍ଛତ୍ର ଅଧୀଶ୍ଵର ହେଉ ଏବଂ ଆମ ଭାବନାରାଜି ମଧ୍ୟରେ ତାଜ୍ଞାନ ନିତ୍ୟ ବିରାଜିତ

Read More »

ଜୁଲାଇ ୫, ୧୯୧୪

ଆଧାରର ଯାହାକିଛି ବହିର୍ମୁଖୀ, ନିମ୍ନତର, ଏବେବି ତମସାଚ୍ଛନ୍ନ, ମୌନ ସାଗ୍ରହ ଆରାଧନା ନେଇ ତାହା ତୋ ନିକଟରେ ପ୍ରଣତ । ତା’ର ସମସ୍ତ ଶକ୍ତି ଦେଇ ସେ ତୋର ଶୁଦ୍ଧିଦାୟିନୀ କ୍ରିୟା ଲାଗି ତୋତେ

Read More »

ଜୁଲାଇ ୨୫, ୧୯୧୪

ପ୍ରତ୍ୟୁଷରେ ଉଠି ମୁଁ ଧରଣୀର ସ୍ତୁତି ଗାନ କଲି । ଏଠାରେ ଯେ କେବଳ ତୋତେ କାମନା କରାଯାଏ ତା’ ନୁହେଁ, ତୋତେ ଜାଣିହୁଏ ଏବଂ ତୋ ସହ ଏକ ହୋଇଯାଇହୁଏ । ଆଶ୍ଚର୍ଯ୍ୟ

Read More »

ଜୁଲାଇ ୬, ୧୯୧୪

କି ପରିପୂର୍ଣ୍ଣ ଉପଲବ୍ଧ ! ଏହି ବ୍ୟଷ୍ଟିସତ୍ତା ତା’ର ସବୁ ନେଇ ବିନମ୍ର, ବିନୀତ, ଅନୁଗତ, ଅନୁରକ୍ତ, ପ୍ରଶାନ୍ତ, ପ୍ରଫୁଲ୍ଲ – ପ୍ରତ୍ୟେକଙ୍କ ସହ ସେ ଏକତ୍ୱ ଅନୁଭବ କରେ, ମୂଲ୍ୟର ପାର୍ଥକ୍ୟ ଜାଣେ

Read More »

ଜୁଲାଇ ୨୭, ୧୯୧୪

ହେ ମଧୁମୟ ପ୍ରଭୁ, ପ୍ରାର୍ଥନା ମୋର ସଧୀରେ, ବିନମ୍ର ହୋଇ ତୋ ନିକଟକୁ ଉଠି ଚାଲିଛି । ଯେ ନିଜକୁ ତୋ ପାଖରେ ଅର୍ପଣ କରେ ତୁ ବିନା ବିଚାରରେ, ବିନା ବିତର୍କରେ ତାକୁ

Read More »

ଜୁଲାଇ ୭, ୧୯୧୪

ଶାନ୍ତି, ଶାନ୍ତି ଉତ୍ତରି ଆସୁ ସାରା ପୃଥିବୀ ଉପରକୁ ।… ଅଚେତନ ନିଦ୍ରାର ଯେ ଶାନ୍ତି, ଆତ୍ମତୃପ୍ତ ଜଡ଼ତାର ଯେ ଶାନ୍ତି, ସେ ଶାନ୍ତି ନୁହେଁ;ଆତ୍ମବିସ୍ମୃତ ଅଜ୍ଞାନର ଯେ ଶାନ୍ତି, ତାମସିକ ଓ ଭାରାକ୍ରାନ୍ତ

Read More »

ଜୁଲାଇ ୩୧, ୧୯୧୪

ମୋର ମନେହୁଏ ଗୋଟିଏ ଗୋଟିଏ କରି ତୁ ମୋତେ ସେହି ସବୁ ଅଭିଜ୍ଞତାର ଆସ୍ୱାଦନ ଦେବାକୁ ଚାହୁଁ, ସାଧାରଣତଃ ଯେଉଁ ଗୁଡ଼ିକର ସ୍ଥାନ ଯୋଗ ସାଧନାର ଶୀର୍ଷରେ ତା’ର ଶେଷ ପରିଣତି ହିସାବରେ, ତା’ର

Read More »