ଜୁଲାଇ ୧୬, ୧୯୧୪ ନୀରବ ବିନମ୍ର ଆରାଧନାର ଏଇ ବନ୍ଦନା… ତୋ ମହିମା ସମ୍ମୁଖରେ ମୁଁ ପ୍ରଣତ, ତା’ର ଉଜ୍ଜଳତାରେ ସେ ମୋତେ ଅଭିଭୂତ କରି ରଖୁଛି ।… ମୁଁ ଯେପରି ତୋ ପାଦ ତଳେ ମିଳାଇଯାଏ, ତୋ Read More »