Divine Light Online

Tag: January

ଜାନୁଆରି ୨୪, ୧୯୧୪

ହେ ମୋର ସତ୍ତାର ଏକ ମାତ୍ର ସଦ୍‌ବସ୍ତୁ, ପ୍ରେମର ପରମପ୍ରଭୁ, ଜୀବନର ପରିତ୍ରାତା, ପ୍ରତି ମୁହୂର୍ତ୍ତରେ, ପ୍ରତି ବସ୍ତୁ ଭିତରେ ତୋର ବୋଧ ଛଡ଼ା ଯେପରି ମୋର ଆଉ କୌଣସି ବୋଧ ନ ରହେ

Read More »

ଜାନୁଆରି ୨୯, ୧୯୧୪

ହେ ପ୍ରେମର ପ୍ରଭୁ, ସମସ୍ତଙ୍କ ଭିତରେ ତୁ ରହିଛୁ, ତେଣୁ ସମସ୍ତ ମନୁଷ୍ୟ, ଏପରିକି ଅତି ନିଷ୍ଠୁର ବି ଦୟାର୍ଦ୍ର ହୋଇପାରେ, ଅତି ହୀନ ବି ନ୍ୟାୟ ଓ ସମ୍ମାନକୁ ମର୍ଯ୍ୟାଦା ଦିଏ, ଯଦିଓ

Read More »

ଜାନୁଆରି ୧, ୧୯୧୪

ଏହି ନୂତନ ବର୍ଷର ପ୍ରଥମ ମୁହୂର୍ତ୍ତଟି ମୁଁ ଉତ୍ସର୍ଗ କରୁଛି ତୋତେ – ଯାବତୀୟ ମଙ୍ଗଳର ଅଦ୍ୱିତୀୟ ବିଧାନକର୍ତ୍ତା ତୁ, ଜୀବନକୁ ଶୁଚିମୟ, ଶ୍ରୀମୟ, କଲ୍ୟାଣମୟ କରି ତୁ ଆଣିଦେଇଛୁ ତା’ର ସାର୍ଥକତା ।

Read More »

ଜାନୁଆରି ୩୦, ୧୯୧୪

ମୋ ଭିତରେ ଯାହା କିଛି ସଚେତନ ସେସବୁ ଅବାଧରେ ତୋର । ଏବେ ମୁଁ ଧୀରେ ଧୀରେ ଏବଂ ସର୍ବଦା ଚେଷ୍ଟା କରିବି ଯେପରି ଆହୁରି ଭଲ ଭାବରେ ସେଇ ମଗ୍ନତଳ ଅବଚେତନାକୁ ଜୟ

Read More »

ଜାନୁଆରି ୨, ୧୯୧୪

ମନୁଷ୍ୟର ସମସ୍ତ ଚାଞ୍ଚଲ୍ୟ ଓ ଉତ୍ତେଜନା ସତ୍ତ୍ୱେ ଏହି ଅପୂର୍ବ ନୀରବତା ତୋତେ ଅଭିବ୍ୟକ୍ତ କରୁଛି । ଏଇସବୁ ବ୍ୟର୍ଥ କୋଳାହଳ, ନିରର୍ଥକ ବିକ୍ଷୋଭ, ଶକ୍ତିର ବୃଥା କ୍ଷୟ, ଏସବୁର ବିରୋଧକୁ ଅତିକ୍ରମ କରି

Read More »

ଜାନୁଆରି ୩୧, ୧୯୧୪

ପ୍ରତିଦିନ ପ୍ରଭାତରେ ଆମର ଚିନ୍ତା ଯେପରି ତୋ ଆଡ଼କୁ ଉଠିଚାଲୁ, ତାହା ଯେପରି ତୋତେ ଜିଜ୍ଞାସା କରୁ ତୋର ଅଭିବ୍ୟକ୍ତି ଓ ସେବା ପାଇଁ ସର୍ବୋତ୍ତମ କେଉଁ କାର୍ଯ୍ୟ ଆମେ କରିପାରୁ । ପ୍ରତି

Read More »

ଜାନୁଆରି ୩, ୧୯୧୪

ମଝିରେ ମଝିରେ ନିଜ ଭିତରକୁ ଦୃଷ୍ଟିପାତ କରି ଦେଖିବା ଭଲ ଯେ ଆମେନିଜେ କିଛି ନୋହୁଁ, କିଛି ବି କରିପାରିବୁ ନାହିଁ, କିନ୍ତୁ ପରମୁହୂର୍ତ୍ତରେ ପୁଣି ତୋ ଆଡ଼କୁ ଦୃଷ୍ଟି ଫେରାଇବାକୁ ହେବ ଏବଂ

Read More »

ଜାନୁଆରି ୨, ୧୯୧୫

ଯେ କୌଣସି ଭାବନା, ଯେତେ ସବଳ, ଯେତେ ଗଭୀର ହେଉ ନା କାହିଁକି, ବାରଂବାର ଯଦି ତା’ର ପୁନରାବୃତ୍ତି କରାହୁଏ, ସର୍ବଦା ଯଦି ତା’ର ପୁନରୁକ୍ତି କରାହୁଏ, ତେବେ ତାହା ପ୍ରାଣହୀନ, ସ୍ଵାଦହୀନ ଓ

Read More »

ଜାନୁଆରି ୪, ୧୯୧୪

ସ୍ଥୂଳ ବିଷୟୀ ମନ ସର୍ବଦା ଟାକି ରହିଥାଏ ସାମାନ୍ୟ ଟିକେ ଦୁର୍ବଳତା ପାଇଁ, ଆମ୍ଭେମାନେ ଯଦି ମୁହୂର୍ତ୍ତକ ପାଇଁ ବି ଅସତର୍କ ହେଉ, ଅତି ସାମାନ୍ୟ ପରିମାଣରେ ବି ଯଦି ଶିଥିଳତା ବା ଅବହେଳାକୁ

Read More »

ଜାନୁଆରି ୧୧, ୧୯୧୫

ମାନସ ସତ୍ତାର ଅଭୀପ୍ସା ପୂର୍ବାପେକ୍ଷା ପ୍ରବଳ ଆଗ୍ରହ ସହ ତୋ ଆଡ଼କୁ ଉଠିଚାଲୁଛି ।… ସର୍ବଦା ହିଁ ସେଠାରେ ଅନନ୍ତ ଓ ଶାଶ୍ଵତଙ୍କ ଉପଲବ୍ଧି ବିଦ୍ୟମାନ । କିନ୍ତୁ ମନେହୁଏ ଯେପରି ତୁ ମୋତେ

Read More »

ଜାନୁଆରି ୫, ୧୯୧୪

ଖାତା ଖଣ୍ଡିକ ଖୋଲି ବହୁ ସମୟରୁ ବସିଛି, କ’ଣ ଲେଖିବି କିଛି ସ୍ଥିର କରିପାରୁନାହିଁ – ଦେଖୁଛି ସବୁକିଛି ମୋ ମଧ୍ୟରେ ଅତି ସାଧାରଣ, ମୂଲ୍ୟହୀନ, ପ୍ରାଣହୀନ, ଏତେ ତୁଚ୍ଛ ଯେ କହିବା କଥା

Read More »

ଜାନୁଆରି ୧୭, ୧୯୧୫

ହେ ଭଗବାନ୍ ! ବର୍ତ୍ତମାନ ସବୁ କିଛି ପରିବର୍ତ୍ତିତ ହୋଇଯାଇଛି । ବିଶ୍ରାମ ଓ ପ୍ରସ୍ତୁତିର ସମୟ ଶେଷ ହୋଇଯାଇଛି । ତୁ ଚାହୁଁଛୁ ମୁଁ ଜଣେ ନିଷ୍କ୍ରିୟ, ଧ୍ୟାନପରାୟଣ ସେବକ ନ ହୋଇ

Read More »

ଜାନୁଆରି ୬, ୧୯୧୪

ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ, ମୋ ଅଭୀପ୍‌ସାର ମୂଳ ବସ୍ତୁ, ମୋଚିନ୍ତାର କେନ୍ଦ୍ର, ମୋ ସମନ୍ୱୟର ଚାବି । ତୁହିଁ ସକଳ ଅନୁଭବ, ସକଳ ଆବେଗ, ସକଳ ଚିନ୍ତାର ଊର୍ଦ୍ଧ୍ୱରେ, ଆଉ ତୁହିଁ

Read More »

ଜାନୁଆରି ୧୮, ୧୯୧୫

ହେ ପ୍ରଭୁ ! ମୋ ପ୍ରାର୍ଥନା ଶୁଣ… ମୋ ମଧ୍ୟରେ ତୁ ହିଁ ସର୍ବଶକ୍ତିମାନ୍, ମୋ ଭାଗ୍ୟର ଏକଚ୍ଛତ୍ର ସମ୍ରାଟ୍, ଜୀବନର ଦିଶାରୀ, ସକଳ ବିଘ୍ନବିନାଶକ, ମନର ଯାବତୀୟ ପୂର୍ବସଂସ୍କାର ଓ ପକ୍ଷପାତିତ୍ଵର ଧ୍ୱଂସସାଧକ

Read More »

ଜାନୁଆରି ୭, ୧୯୧୪

ହେ ଭଗବାନ୍ ! ସେହି ସମସ୍ତଙ୍କୁ ଶାନ୍ତି ଦିଅ, ଆଲୋକ ଦିଅ, ସେମାନଙ୍କ ଅନ୍ଧଚକ୍ଷୁ ଓ ତମସାଚ୍ଛନ୍ନ ବୁଦ୍ଧି ଖୋଲିଦିଅ; ସେମାନଙ୍କର ନିଷ୍ଫଳ ଆତ୍ମପୀଡ଼ନ ଓ ନିରର୍ଥକ ଦୁଶ୍ଚିନ୍ତା ଶାନ୍ତ କରିଦିଅ । ସେମାନଙ୍କର

Read More »