ଫେବ୍ରୁଆରି ୧, ୧୯୧୪
ମୁଁ ତୋର ଅଭିମୁଖୀ ହେଲି – ତୁହିଁ ସର୍ବତ୍ର, ସକଳଙ୍କ ମଧ୍ୟରେ ଏବଂ ସକଳଙ୍କ ବାହାରେ, ସକଳଙ୍କ ସାରବସ୍ତୁ ତୁ, ପୁଣି ସକଳଙ୍କ ଠାରୁ ଦୂରରେ ତୁ, ସମସ୍ତ ଶକ୍ତି ଘନୀଭୂତ ହୋଇଛି ତୋତେ
ମୁଁ ତୋର ଅଭିମୁଖୀ ହେଲି – ତୁହିଁ ସର୍ବତ୍ର, ସକଳଙ୍କ ମଧ୍ୟରେ ଏବଂ ସକଳଙ୍କ ବାହାରେ, ସକଳଙ୍କ ସାରବସ୍ତୁ ତୁ, ପୁଣି ସକଳଙ୍କ ଠାରୁ ଦୂରରେ ତୁ, ସମସ୍ତ ଶକ୍ତି ଘନୀଭୂତ ହୋଇଛି ତୋତେ
ପ୍ରତ୍ୟେକ ଦିନ, ପ୍ରତ୍ୟେକ ଟି ମୁହୂର୍ତ୍ତ ହେଉ ଏକ ନୂତନ ଓ ପୂର୍ଣ୍ଣତର ଉତ୍ସର୍ଗ ପାଇଁ ସୁଯୋଗ । ସେ ଉତ୍ସର୍ଗ ଯେପରି ନ ହୁଏ ଉତ୍ତେଜନାମୟ, ଚାଞ୍ଚଲ୍ୟପୂର୍ଣ୍ଣ, ତାହା ଯେପରି ନ ହୁଏ
ହେ ଭଗବାନ୍, ମୁଁ ହେବାକୁ ଚାହେଁ ଏପରି ଜୀବନ୍ତ ପ୍ରେମ, ଯେଉଁଥିରେ କି ସମସ୍ତ ନିଃସଙ୍ଗତା ଭରି ଉଠିବ, ସମସ୍ତ ବ୍ୟଥା ଶାନ୍ତ ହୋଇଯିବ । ହେ ପ୍ରଭୁ, ଆକୁଳ କଣ୍ଠରେ ତୋତେ ମୁଁ
ଶୈଶବରେ, ଯେତେବେଳେ ମୋର ବୟସ ତେର ବର୍ଷ ହୋଇଥିଲା, ପ୍ରାୟ ଏକ ବର୍ଷ ଧରି ପ୍ରତିଦିନ ରାତ୍ରିରେ ମୁଁ ବିଛଣା ଧରିବା ମାତ୍ରେ ମୋର ମନେହେଉଥିଲା ମୁଁ ଯେପରି ମୋ ଶରୀରରୁ ବାହାରି ଆସି
ସେଇ ଗୋଟିଏ ଅଭୀପ୍ସାର କଥା ଛଡ଼ା ଆଉ କ’ଣ କହିବି ? ଭାଗବତ ପ୍ରେମର ବିଧାନ, ତୋ ସମ୍ପର୍କରେ ଆମେ ଯାହା ଧାରଣା କରିପାରୁ ତାହାର ନିର୍ମଳତମ ପ୍ରକାଶ ଯେପରି ପୃଥିବୀ ଉପରେ କ୍ରମେ
ହେ ଭଗବାନ୍, କୃପା କର, ଆମ୍ଭେମାନେ ଯେପରି ତୋର ଦିବ୍ୟବିଧାନ ସମ୍ପର୍କରେ କ୍ରମେ ଅଧିକତର ସଚେତ ହୋଇଉଠୁ, ଅର୍ଥାତ୍ ପ୍ରତ୍ୟେକ ବସ୍ତୁ ମଧ୍ୟରେ ତା’ର ଅଭିବ୍ୟକ୍ତି ସହଜତର କରିବା ପାଇଁ ସେହି ଦିବ୍ୟବିଧାନ ସଙ୍ଗେ
ତୋ ସଙ୍ଗରେ ଯେ ସର୍ବତୋଭାବେ ଏକୀଭୂତ, ଫଳରେ କୌଣସି ବିଶେଷ ପରିସ୍ଥିତିରେ ସବୁଠୁ ପୂର୍ଣ୍ଣ ରୂପରେ ଯାହା ତୋତେ ପ୍ରକାଶ କରେ ସେ ସମ୍ପର୍କରେ ଯେ ନିରନ୍ତର ସଚେତନ, ତା’ ପାଇଁ କୌଣସି ବାହ୍ୟ
ଯେ ତୋର ଯଥାଯୋଗ୍ୟ ସେବା କରିବାକୁ ଚାହେଁ, ତାହାର କୌଣସି ବସ୍ତୁରେ ଆସକ୍ତି ରହିଲେ ଚଳିବ ନାହିଁ, ଏପରିକି ଯେଉଁସବୁ କର୍ମ ଦ୍ଵାରା ସେ ଅଧିକତର ସଚେତନଭାବେ ତୋ ସହ ଯୁକ୍ତ ହୋଇପାରେ ସେସବୁ
ହେ ଭଗବାନ୍, ପ୍ରେମର ମଧୁର ପ୍ରଭୁ, ଅନ୍ଧକାରର ଗର୍ଭ ଭିତରୁ ତୁ ଆମ୍ଭମାନଙ୍କୁ ତୋଳି ଧର, ଯେପରି ଆମ୍ଭେମାନେ ସଚେତନ ହୋଇ ଜାଗ୍ରତ୍ ହୋଇଉଠିବୁ, ବେଦନା ଭିତରୁ ତୁ ଆମକୁ ମୁକ୍ତ କର ଯେପରି
ହେ ଭଗବାନ୍, ତୋ ନିକଟରେ ଯେଉଁମାନଙ୍କ ଜୀବନ ସମ୍ପୂର୍ଣ୍ଣରୂପେ ନିବେଦିତ, ସେମାନେ ଯେଉଁ ଅନନ୍ତ ସୁଖ ଭୋଗ କରନ୍ତି, ତାହାର ଆସ୍ୱାଦ ମୁଁ ପୂର୍ବରୁ ପାଇଛି । ଏହା କୌଣସି ବାହ୍ୟ ପରିସ୍ଥିତି ଉପରେ
ହେ ଭଗବାନ୍, ତୋତେ ଯେ ଯେଉଁ ନାମ ଦେଉ ନା କାହିଁକି, ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯେଉଁମାନେ ଏକ ଚରମ ସତ୍ୟ ପାଇଁ ପିପାସିତ, ସେମାନେ ତୋତେ ହିଁ ପରମ ଆଗ୍ରହ ସହିତ ଖୋଜନ୍ତି
ହେ ସତ୍ୟରୂପୀ ଭଗବାନ୍ ! ତୋ ପ୍ରକାଶ ନିମନ୍ତେ ଗଭୀର ବ୍ୟାକୁଳତା ସହ ବାରବାର କରି ତିନିବାର ମୁଁ ତୋତେ ଆବାହନ କରିଛି । ତା’ପରେ ସମଗ୍ର ସତ୍ତ ତାର ଅଭ୍ୟାସାନୁଯାୟୀ ତୋ ନିକଟରେ
ହେ ଭଗବାନ୍, ହୃଦୟରେ ଶାନ୍ତି, ମନରେ ଜ୍ୟୋତି ସହ ଆମ୍ଭେମାନେ ଅନ୍ତରରେ ତୋତେ ଏତେ ଜୀବନ୍ତ ଭାବେ ଅନୁଭବ କରୁ ଯେ ପ୍ରଶାନ୍ତ ଚିତ୍ତରେ ଆମେ ଘଟଣାବଳୀକୁ ଅପେକ୍ଷା କରୁ, ଏହା ଜାଣି ଯେ
ଯେଉଁ ମୁହୂର୍ତ୍ତରେ ଆମେ ନିତ୍ୟନୈମିତ୍ତିକ ବୋଧର ଊର୍ଦ୍ଧ୍ୱକୁ ଉଠିଯାଉ, ଯେଉଁ ମୁହୂର୍ତ୍ତରେ ଆମ୍ଭମାନଙ୍କ ଚେତନାକୁ ତୋ ପରା ଚେତନା ସଙ୍ଗେ ଏକ କରି ଧରୁ, ଯେଉଁ ମୁହୂର୍ତ୍ତରେ ଆମେ ସେଇ ଚେତନା ମଧ୍ୟରେ ପ୍ରବେଶ
ଯେତେବେଳେ ତୋର ପରମ ଚେତନାରେ ସଚେତନ ହୋଇ ପାର୍ଥବ ପରିସ୍ଥିତିସବୁ ପର୍ଯ୍ୟାଲୋଚନା କରୁ ସେତେବେଳେ ସେଗୁଡ଼ିକର ନିତାନ୍ତ ଆପେକ୍ଷିକତା ଆମର ହୃଦୟଙ୍ଗମ ହୁଏ, ଏବଂ ଆମେ କହୁ : “ଏ କାର୍ଯ୍ୟ କର ବା
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot