Divine Light Online

Tag: February 14

ଫେବ୍ରୁଆରି ୧୪, ୧୯୧୪

ଶାନ୍ତି, ଶାନ୍ତି ସମଗ୍ର ଜଗତ୍ ଉପରେ ଉତରି ଆସୁ । ସମସ୍ତ ମନୁଷ୍ୟ ଯେପରି ସାଧାରଣ ଚେତନାର କବଳରୁ ରକ୍ଷା ପାଆନ୍ତୁ, ସ୍ଥୂଳ ବସ୍ତୁର ଆସକ୍ତିରୁ ମୁକ୍ତ ହୁଅନ୍ତୁ । ସେମାନେ ଜାଗ୍ରତ୍ ହୁଅନ୍ତୁ

Read More »