Divine Light Online

Tag: December

ଡିସେମ୍ବର ୨, ୧୯୧୨

ଯେପର୍ଯ୍ୟନ୍ତ ସତ୍ତାର ଗୋଟିଏ ବି କ୍ଷୁଦ୍ର ଅଂଶ, ଚିନ୍ତାର ଗୋଟିଏ ବି କ୍ରିୟା କୌଣସି ବାହ୍ୟ ପ୍ରଭାବର ଅଧୀନରେ ରହିଛି, ଅର୍ଥାତ୍ ଏକ ମାତ୍ର ତୋ ଅଧୀନରେ ନାହିଁ, ସେପର୍ଯ୍ୟନ୍ତ ତୋ ସହ ଯଥାର୍ଥ

Read More »

ଡିସେମ୍ବର ୩, ୧୯୧୨

କାଲି ରାତିରେ ମୁଁ ଅନୁଭବ କଲି – ନିର୍ଭରତା ସହ ତୋ ଚାଳନାରେ ନିଜକୁ ଛାଡ଼ିଦେଲେ ତାହା କିପରି ଫଳପ୍ରଦ ହୁଏ । ଯେତେବେଳେ ଯାହା ଜାଣିବା ଆବଶ୍ୟକହୁଏ ତା’ ଠିକ୍ ସେତେବେଳେ ଜାଣିହୁଏ,

Read More »

ଡିସେମ୍ବର ୫, ୧୯୧୨

ଶାନ୍ତି ଓ ନିଶ୍ଚଳ ନୀରବତା ଭିତରେ ଶାଶ୍ଵତଙ୍କର ପ୍ରକାଶ ହୁଏ, କୌଣସି ବସ୍ତୁଦ୍ଵାରା ନିଜକୁ ବିଚଳିତ ହେବାକୁ ଦେବ ନାହିଁ, ତା’ ହେଲେ ଶାଶ୍ଵତ ପ୍ରଭୁ ପ୍ରକାଶିତ ହେବେ; ସକଳ ଅବସ୍ଥା ରେ ପୂର୍ଣ୍ଣ

Read More »

ଡିସେମ୍ବର ୭, ୧୯୧୨

ନୀରବତାରେ ଅଗ୍ନିଶିଖା ଯେପରି ଜଳେ, ସୁଗନ୍ଧିତ ଧୂପ ଯେପରି ଅବିକମ୍ପିତଭାବେ ଊର୍ଦ୍ଧ୍ୱକୁ ଉଠିଚାଲେ, ସେହିପରି ମୋର ପ୍ରେମ ତୋ ଆଡ଼କୁ ଯାଉଛି । ଶିଶୁ ଯେପରି ବିଚାର କରେ ନାହିଁ ବା କୌଣସି ପାଇଁ

Read More »

ଡିସେମ୍ବର ୧୦, ୧୯୧୨

ହେ ପରମ ବିଧାତା, ଶାଶ୍ୱତ ଗୁରୁ, ପୁଣି ଥରେ ତୁ ମୋତେ ନିଃସଂଶୟ ଭାବେ ବୁଝାଇଦେଲୁ ତୋ ନିର୍ଦ୍ଦେଶ ଉପରେ ପୂର୍ଣ୍ଣ ନିର୍ଭରତା କି ଅନୁପମ ସଫଳତା ଆଣିଦିଏ ।ଗତକାଲି ମୋର ବାଣୀ ମଧ୍ୟଦେଇ

Read More »

ଡିସେମ୍ବର ୧୧, ୧୯୧୨

…ଧୀରସ୍ଥିର ଭାବରେ ମୁଁ ଅପେକ୍ଷା କରୁଛି ଆଉ ଗୋଟିଏ ଆବରଣ ଛିନ୍ନ ହୋଇଯିବାକୁ, ଯେତେବେଳେ ତୋ ସଙ୍ଗେ ମିଳନ ହେବ ସୁସଂପୂର୍ଣ୍ଣ । ମୁଁ ଜାଣେ, ଏହି ଆବରଣ ତିଆରି ହୋଇଛି କ୍ଷୁଦ୍ର କ୍ଷୁଦ୍ର

Read More »

ଡିସେମ୍ବର ୧୩, ୧୯୧୩

ହେ ପ୍ରଭୁ, ମୋତେ ଜ୍ଞାନଦୀପ୍ତ କର, ମୁଁ ଯେପରି ଭୁଲ ନ କରେ । ଯେଉଁ ଅସୀମ ଶ୍ରଦ୍ଧା, ଏକାନ୍ତ ଭକ୍ତି ଓ ତୀବ୍ର ଗଭୀର ପ୍ରେମ ନେଇ ମୁଁ ତୋ ନିକଟକୁ ଯାଉଛି,

Read More »

ଡିସେମ୍ବର ୧୬, ୧୯୧୩

ବିଶୁଦ୍ଧ ନିଃସ୍ୱାର୍ଥ ପ୍ରେମ, ତୋ ପ୍ରେମ – ତା’ର ଯେତେ ଟିକେ ଆମେ ଧରିପାରୁ ଓ ପ୍ରକାଶ କରିପାରୁ – ତାହାହିଁ ଏକ ମାତ୍ର ଚାବି ଯାହା ସେମାନଙ୍କ ହୃଦୟ ଖୋଲିଦେଇପାରେ ଯେଉଁମାନେ କି

Read More »

ଡିସେମ୍ବର ୨୯, ୧୯୧୩

ବର୍ଷଶେଷ ସମ୍ପର୍କରେ ଯେଉଁ ପ୍ରଚଳିତ ସାମୂହିକ ପରମ୍ପରା ରହିଛି, ହେ ପ୍ରଭୁ, ସେହି ସୁଯୋଗ ନେଇ ଯେପରି ଶେଷ ହୋଇଯାଉ ଆମ ଭିତରେ ଏପର୍ଯ୍ୟନ୍ତ ଯେଉଁସବୁ ବନ୍ଧନ, ଆସକ୍ତି, ମାୟାମୋହ, ଦୁର୍ବଳତା ଆଦି ରହିଛି,

Read More »

ଡିସେମ୍ବର ୪, ୧୯୧୪

ବାହ୍ୟ କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟାପୃତ ରହି ଅନେକ ଦିନ ନୀରବ ରହିବା ପରେ ଅବଶେଷରେ ପୁଣି ମୋତେ ଅବସର ଦିଆ ହେଲା ଏହି ପୃଷ୍ଠାଗୁଡ଼ିକ ଲେଖିବା ନିମନ୍ତେ, ଭଗବାନଙ୍କ ସଙ୍ଗେ ପୁନର୍ବାର ବାକ୍ୟାଳାପ କରିବା

Read More »

ଡିସେମ୍ବର ୧୦, ୧୯୧୪

ହେ ଭଗବାନ୍ ! ଶୁଣ… ଏକ ପ୍ରଗାଢ଼ ଏକାଗ୍ରତାର ନୀରବତା ମଧ୍ୟରେ ମୋ ପ୍ରାର୍ଥନା ସାଗ୍ରହେ ତୋ ଆଡ଼କୁ ଉଠିଚାଲୁଛି ।ଚିନ୍ତାର କୌଣସି ଏକ ବିଶେଷ ରୂପ, ଗୋଟିଏ ବିଶେଷ ମାନସିକ ଗଠନ, ତା’

Read More »

ଡିସେମ୍ବର ୧୨, ୧୯୧୪

ପ୍ରତି ମୁହୂର୍ତ୍ତରେ ଜାଣିରଖିବା ଉଚିତ କିପରି ସବୁକିଛି ହରାଇ ସବୁକିଛି କୁ ଲାଭ କରିବାକୁ ହୁଏ, ଅତୀତକୁ ଗୋଟାଏ ମୃତଦେହ ତୁଲ୍ୟ ବିସର୍ଜନ କରି ଗୋଟାଏ ବୃହତ୍ତର ପରିପୂର୍ଣ୍ଣତା ମଧ୍ୟରେ କିପରି ନବଜନ୍ମ ଗ୍ରହଣ

Read More »

ଡିସେମ୍ବର ୧୫, ୧୯୧୪

ହେ ଭଗବାନ୍ ! ତୁ ଶକ୍ତି ମଧ୍ୟରେ ମୋତେ ଶାନ୍ତି ଦେଇଛୁ, କର୍ମ ମଧ୍ୟରେ ଦେଇଛୁ ସ୍ଥିର ପ୍ରସନ୍ନତା, ସକଳ ଘଟଣା ମଧ୍ୟରେ ଦେଇଛୁ ଅଚଳ ସୁଖ ।

Read More »

ଡିସେମ୍ବର ୨୨, ୧୯୧୪

ହେ ଭଗବାନ୍ ! ସତ୍ୟ ନିମନ୍ତେ ହିଁ ମୁଁ ତୋ ପାଖରେ ପ୍ରାର୍ଥନା କରୁଛି ।ଏ ମନକୁ ପୁନଶ୍ଚ ସକ୍ରିୟ କର, ତୋତେ ସମର୍ପଣ କରିବା ପାଇଁ ସେ ମୌନ ଅବଲମ୍ବନ କରିଥିଲା, କ’ଣ

Read More »