ଡିସେମ୍ବର ୧୫, ୧୯୧୪ ହେ ଭଗବାନ୍ ! ତୁ ଶକ୍ତି ମଧ୍ୟରେ ମୋତେ ଶାନ୍ତି ଦେଇଛୁ, କର୍ମ ମଧ୍ୟରେ ଦେଇଛୁ ସ୍ଥିର ପ୍ରସନ୍ନତା, ସକଳ ଘଟଣା ମଧ୍ୟରେ ଦେଇଛୁ ଅଚଳ ସୁଖ । Read More »