ଅଗଷ୍ଟ ୮, ୧୯୧୩
ହେ ମଧୁଛନ୍ଦ, ସକଳ ବସ୍ତୁର ଅନ୍ତରରେ ତୁ ରହିଛୁ, ମୋ ହୃଦୟ ଭରିଦେଇଛୁ ମଧୁର ଛନ୍ଦରେ, ବର୍ତ୍ତମାନ ଜୀବନର ସବୁଠାରୁ ସ୍ଥୂଳତମ ରୂପ ମଧ୍ୟରେ ପ୍ରକାଶିତ ହୁଅ – ସକଳ ଅନୁଭବରେ, ସକଳ ଚିନ୍ତାରେ,
ହେ ମଧୁଛନ୍ଦ, ସକଳ ବସ୍ତୁର ଅନ୍ତରରେ ତୁ ରହିଛୁ, ମୋ ହୃଦୟ ଭରିଦେଇଛୁ ମଧୁର ଛନ୍ଦରେ, ବର୍ତ୍ତମାନ ଜୀବନର ସବୁଠାରୁ ସ୍ଥୂଳତମ ରୂପ ମଧ୍ୟରେ ପ୍ରକାଶିତ ହୁଅ – ସକଳ ଅନୁଭବରେ, ସକଳ ଚିନ୍ତାରେ,
ଯଦି ଲକ୍ଷ୍ୟଟିକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖବାକୁ ହୁଏ, ଯାହାଫଳରେ ଅନ୍ୟସବୁ ଦୃଷ୍ଟିଭଙ୍ଗୀ ମଧ୍ୟ ଆଲୋକ ପାଇବେ, ତା’ହେଲେ ଆନ୍ତର ଆବିଷ୍କାରର ଅନୁଭୂତିକୁ ସର୍ବଦା ପୁନଃ ପୁନଃ ଫେରାଇ ଆଣିବାକୁ ହେବ ଏବଂ ଏହି
ଏହି ଆସନ୍ନ ସନ୍ଧ୍ୟାରେ ତୋର ଶାନ୍ତି ଆହୁରି ଗଭୀର ଓ ଆହୁରି ଘନିଷ୍ଠ ହୋଇଉଠିଛି, ଯେଉଁ ନୀରବତାରେ ମୋର ସତ୍ତା ପରିପୂର୍ଣ୍ଣ ତା’ ମଧ୍ୟରେ ତୋର କଣ୍ଠ ସ୍ପଷ୍ଟ ଶୁଣାଯାଉଛି । ହେ ପରମ
ହେ ଭଗବାନ୍, ଭଗବାନ୍, ସମଗ୍ର ପୃଥିବୀ ଆନ୍ଦୋଳିତ; ସେ ଶୋକମଗ୍ନ, ଯନ୍ତ୍ରଣାଗ୍ରସ୍ତ, ମୁମୂର୍ଷପ୍ରାୟ… ଏହି ଦୁଃଖତାପ ତା’ ଉପରେ ଆସି ବୃଥାରେ ଯେପରି ଚାଲିନ ଯାଉ, ଏହାହିଁ କର ଯେପରି ଏହି ରକ୍ତକ୍ଷୟ ନେଇଆସୁ
ପ୍ରେମ, ହେ ଭାଗବତ ପ୍ରେମ, ତୁ ମୋର ସତ୍ତାକୁ ଭରି ରହିଛୁ, ମୋର ଚତୁଃପାର୍ଶ୍ୱରେ ପ୍ରବାହିତ ହେଉଛୁ । ମୁଁ ହିଁ ତୁ, ତୁହିଁ ମୁଁ, ଆଉ ମୁଁ ତୋତେ ଦେଖୁଛି ସକଳ ସତ୍ତାରେ,
ହେ ଭଗବାନ୍, ହୃଦୟଭରା କୃତଜ୍ଞତା ସହ ତୋ ପାଖକୁ ଆସିଛି । ବହୁ ଦିନରୁ ଆକାକ୍ଷିତ ସେହି ଦିବ୍ୟଜ୍ଞାନର ପ୍ରଥମ ଶବ୍ଦାବଳୀ ତୁ ମୋତେ ଶିକ୍ଷା ଦେଇଛୁ, ଏବଂ ଏହି ଜ୍ଞାନ ସଙ୍ଗେ ସଙ୍ଗେ
ହେ ପରମେଶ୍ଵର, ଜୀବନର ପ୍ରଭୁ ! ଆମ୍ଭେମାନେ ଯେପରି ସ୍ଥୂଳ ଶରୀର-ସଂରକ୍ଷଣର ଦୁଶ୍ଚିନ୍ତାରୁ ଊର୍ଦ୍ଧକୁ, ଅତି ଊର୍ଦ୍ଧ୍ୱକୁ ଉଠିଯାଉ । ଶରୀରରକ୍ଷଣ ପାଇଁ ସର୍ବଦା ଚିନ୍ତା କରିବା, ସ୍ୱାସ୍ଥ୍ୟ ନିମନ୍ତେ, ଆହାର ନିମନ୍ତେ, ଜୀବନର
ହେ ଭଗବାନ୍, ତୋ ଇଚ୍ଛା ପୂର୍ଣ୍ଣ ହେଉ, ତୋ କର୍ମ ସଂସିଦ୍ଧ ହେଉ । ଆମ ଭକ୍ତିକୁ ଦୃଢ଼ କର, ସମର୍ପଣକୁ ବଦ୍ଧିତ କର, ପଥ ଜ୍ୟୋତିର୍ମୟ କର । ଅନ୍ତରରେ ଆମ୍ଭେମାନେ ତୋତେ
କିଏ ଏହି ଶକ୍ତିମାନ୍ ଦେବଗଣ ? ପୃଥିବୀରେ ଅବତୀର୍ଣ୍ଣ ହେବାର ସମୟ ସେମାନଙ୍କର ଆସି ଯାଇଛି । ସେମାନେ କ’ଣ ତୋର ଅନନ୍ତ କ୍ରିୟାଶକ୍ତିର ବିଭିନ୍ନ ଭଙ୍ଗୀ ଓ ସିଦ୍ଧି ନୁହନ୍ତି ? ସର୍ବଭୂତାଧୀଶ୍ଵର
ହେ ମୋର ପ୍ରେମମୟ, ଆନନ୍ଦମୟ ପ୍ରଭୁ ! ଏହିସବୁ ଆନନ୍ଦଲୋକ ପରସ୍ପର ମଧ୍ୟରେ ଅନୁପ୍ରବିଷ୍ଟ ଏବଂ ପରସ୍ପରକୁ ପୂର୍ଣ୍ଣ କରୁଛି, ଏବଂ ଏହିସବୁ ଲୋକ ଏପରି ବୃହତ୍ଯେ ତାହାକୁ ସମଗ୍ର ଭାବେ ଧାରଣା କରାଯାଇ
ଆଜି ସକାଳେ ମୋର ସମଗ୍ର ଆଧାର ହୋଇଉଠିଛି ନିର୍ବାକ୍ ଆରାଧନା, ତୋ ପ୍ରେମର ବୈପୁଲ୍ୟ ମୋର ହୃଦୟ ପୂର୍ଣ୍ଣ କରିଦେଇଛି… ପ୍ରସ୍ତୁତି ଓ କର୍ମ, କର୍ମ ଓ ପ୍ରସ୍ତୁତି ଗୋଟିଏ ପରେ ଗୋଟିଏ ଆସେ
ହେ ଭଗବାନ୍, ତୋ ପାଖରେ ମୋର ଏହି ପ୍ରାର୍ଥନା, ମୁଁ ଯେପରି ତୋର ଦିବ୍ୟ, ସାମର୍ଥ୍ୟଯୁକ୍ତ, ଅନନ୍ତ, ଅତଳସ୍ପର୍ଶୀ ପ୍ରେମ ହୋଇପାରେ ସତ୍ତାର ସକଳ କ୍ରିୟା ମଧ୍ୟରେ, ସକଳ ଭୂମିରେ… ମୁଁ ଯେପରି ଏହି
ହେ ପ୍ରଭୁ ! ଶାଶ୍ୱତ ଅଧୀଶ୍ଵର ! ଶକ୍ତିରାଜିର ସଂଘର୍ଷ ଦ୍ଵାରା ପ୍ରେରିତ ହୋଇ ମଣିଷ ଅପରୂପ ଆତ୍ମବଳିଦାନ କରିଚାଲିଛି, ନିଜ ଜୀବନକୁ ଉତ୍ସର୍ଗ କରିଦେଉଛି ରକ୍ତାକ୍ତ ପୂର୍ଣ୍ଣାହୁତି ମଧ୍ୟରେ … ହେ ପ୍ରଭୁ
ହେ ଭଗବାନ୍, ଶାଶ୍ୱତ ଅଧୀଶ୍ୱର, ତା ସମୁଖରେ ମନ ମୋର ନୀରବ ଓ ଶକ୍ତିହୀନ, କିନ୍ତୁ ହୃଦୟ ମୋର ତୋତେ ଡାକୁଛି; ମୋର ସମଗ୍ର ସତ୍ତାକୁ ଜାଗ୍ରତ୍ କର, ଯେପରି ସେ ସର୍ବତୋ ଭାବେ
ହେ ଅନନ୍ତ ଅଧୀଶ୍ୱର ! ନିଖୁଳ ମଧ୍ୟରେ ତୁ ରହିଛୁ ପ୍ରାଣବନ୍ତ ନିଃଶ୍ଵାସ ହୋଇ, ମଧୁକ୍ଷରା ଶାନ୍ତି ହୋଇ, ପ୍ରେମର ଭାସ୍କର ସୂର୍ଯ୍ୟ ହୋଇ, ଅଜ୍ଞାନର ସକଳ ମେଘ ତୁ ବିଦୀର୍ଣ୍ଣ କରିଛୁ ।
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot