ଅଗଷ୍ଟ ୬, ୧୯୧୪ କ’ଣ ସେହିସବୁ କ୍ରାନ୍ତି, କ’ଣ ସେହିସବୁ ତ୍ରୁଟି, ଯେଉଁଗୁଡ଼ିକ ଉତ୍ସର୍ଗର ବାଧା –ତାକୁ ପୂର୍ଣ୍ଣରୂପେ ତୋ ନିକଟରେ ସ୍ୱାଗତଯୋଗ୍ୟ ହେବାକୁ ଦିଅନ୍ତି ନାହିଁ, ଅଖଣ୍ଡ ବଳିଦାନକୁ ତୋର ଗ୍ରହଣଯୋଗ୍ୟ ହେବାକୁ ଦିଅନ୍ତି ନାହିଁ ? Read More »