ଏପ୍ରିଲ୍ ୨୩, ୧୯୧୪
ସକଳ ବିଧ-ନିଷେଧ ଲୋପ ପାଇଛି, ନିୟମ-ସଂଯମ ଅନ୍ତର୍ହିତ ହୋଇଛି, ସମସ୍ତ ଚେଷ୍ଟା ବନ୍ଦ ହୋଇଯାଇଛି; ମନେହୁଏ, ଏହା ମୋ ନିଜ ସଂକଳ୍ପ ଯୋଗୁଁ ନୁହେଁ ବା ମୋ ନିଜ ଅବହେଳା ଯୋଗୁଁ ନୁହେଁ, କିନ୍ତୁ
ସକଳ ବିଧ-ନିଷେଧ ଲୋପ ପାଇଛି, ନିୟମ-ସଂଯମ ଅନ୍ତର୍ହିତ ହୋଇଛି, ସମସ୍ତ ଚେଷ୍ଟା ବନ୍ଦ ହୋଇଯାଇଛି; ମନେହୁଏ, ଏହା ମୋ ନିଜ ସଂକଳ୍ପ ଯୋଗୁଁ ନୁହେଁ ବା ମୋ ନିଜ ଅବହେଳା ଯୋଗୁଁ ନୁହେଁ, କିନ୍ତୁ
ତୁହିଁ ଜଗତର ଅଧୀଶ୍ୱର, ଆମ୍ଭମାନଙ୍କ ସମ୍ମୁଖରେ ତୋର ବିଧାନ ହିଁ ସ୍ପଷ୍ଟରୂପେ ଫୁଟିଉଠୁଛି । ମୁଁ ଭାବିଲି, ନା, ବରଂ ତୁ ମୋତେ ବୁଝାଇ ଦେଇଥି, – ପ୍ୟାରିସ୍ଛାଡ଼ିବା ପୂର୍ବରୁ – ଯାହା ଘଟିଛି
ଗୋଟିଏ ଅପରିହାର୍ଯ୍ୟ ପ୍ରୟୋଜନ ବଶରେ ମୋତେ ମୋର ଅନୁସନ୍ଧିତ୍ସା ଓ ମୋ ଅନ୍ତରାତ୍ମାର ସମୟ ପ୍ରୟାସର ଏହି ସହଚରଟିକୁ ପୁନଶ୍ଚ ଗ୍ରହଣ କରିବାକୁ ହୋଇଛି । ବାହାରର ସମସ୍ତ ଅବସ୍ଥା ପରିବର୍ତ୍ତିତ ହୋଇଯାଇଛି, ସ୍ଥଳ
ମନେହୁଏ ଯେପରି ତୋ ମନ୍ଦିରର ନିଭୃତରେ ପ୍ରବେଶ କରିଛି ଏବଂ ତୋର ଇଚ୍ଛାସହ ପରିଚିତ ହୋଇଛି । ଏକ ମହାନ୍ ଆନନ୍ଦ ଓ ଗଭୀର ଶାନ୍ତି ମୋ ଭିତରେ ବିଦ୍ୟମାନ, ତେବେ ବି ମୋ
ପ୍ରତିଦିନ ଯେଉଁ ମୁହୂର୍ତ୍ତରେ ମୁଁ ଲେଖିବାକୁ ଆରମ୍ଭ କରେ, ମୋତେ ରହି ଯିବାକୁହୁଏ, ମନେହୁଏ ଯେଉଁ ନୂତନ ଅବସ୍ଥା ମୋ ସମ୍ମୁଖରେ ଆସି ପହଞ୍ଚିଛି, ତାହା ଯେପରି ଗୋଟାଏ ସଂପ୍ରସାରଣର ଅବସ୍ଥା, ଅନ୍ତର୍ଗଭୀରତାର ନୁହେଁ
ମନେହେଉଛି ଯେପରି ମୁଁ ଗୋଟିଏ ନବଜନ୍ମ ଲାଭ କରିଛି, ଅତୀତର ସମସ୍ତ ପଛା, ନିୟମ ଓ ଅଭ୍ୟାସ ଆଉ ମୋର କୌଣସି କାର୍ଯ୍ୟରେ ଲାଗିବ ନାହିଁ । ଏକ ସମୟରେ ଯାହା ପରିଣାମ ବୋଲି
ହେ ପ୍ରଭୁ, ମୋ ଆରାଧନା ସାଗ୍ରହେ ତୋ ଆଡ଼କୁ ଉଠିଯାଉଛି, ମୋର ସମଗ୍ର ସତ୍ତା ଯେପରି ଗୋଟିଏ ଅଭୀପ୍ସା, ଗୋଟିଏ ଅଗ୍ନିଶିଖା ତୁଲ୍ୟ ତୋ ପାଖରେ ନିବେଦିତ । ହେ ଭଗବାନ୍, ହେ ପ୍ରଭୁ,
ତେବେ ମୋର ସାହସ କାହିଁ, ଯଦି ସବୁବେଳେ ମୁଁ ଯୁଦ୍ଧକୁ ଏଡ଼ାଇ ଦେଇ ଯିବାକୁ ଚେଷ୍ଟା କରେ ? ତେବେ ମୋର ଶକ୍ତି କାହିଁ, ଯଦି ମୁଁ ସ୍ଵାଭାବିକରୂପେ ନୂତନ ଉଦ୍ୟମ କରିବାକୁ ଭୟ
ହେ ଭଗବାନ୍; ମୋ ଚିନ୍ତାରେ ଆସି ଛି ଶାନ୍ତି, ହୃଦୟ ହୋଇଛି ସ୍ଥିର; ଗଭୀର ଭକ୍ତି ଓ ଅସୀମ ନିର୍ଭରତା ସହ ମୁଁ ତୋ ଆଡ଼କୁ ଫେରିଛି; ମୁଁ ଜାଣେ ତୋ ପ୍ରେମସର୍ବଶକ୍ତିମୟ ଓ
ସହସା ଆବରଣ ଛିନ୍ନ ହୋଇଗଲା, ଦିଗବଳୟ ଉଦ୍ଭାସିତ ହୋଇଉଠିଲା । ଏହି ନିର୍ମଳ ଦର୍ଶନ ଲାଭ କରି ମୋର ସମଗ୍ର ସତ୍ତ କୃତଜ୍ଞତାରେ ପରିପ୍ଳୁତ ହୋଇ ନିଜକୁ ତୋ ଚରଣରେ ଅର୍ପଣ କଲା ।
ସବୁକିଛି ମିଳିତ ହୋଇ ଯୋଗାଯୋଗ ସୃଷ୍ଟି କରିଛି ଯରା ମୁଁ ଆଉ ଅଭ୍ୟାସର ଜୀବ ହୋଇ ନ ରହେ । ଏହି ନୂତନ ଅବସ୍ଥାରେ, ଏହି ଜଟିଳ ଓ ଅନିଶ୍ଚିତ ଘଟଣାବଳୀ ମଧ୍ୟରେ ତୋର
ହେ ସର୍ବଶକ୍ତିମାନ୍ ଅଧୀଶ୍ୱର, ଏକ ମାତ୍ର ସବସ୍ତୁ, ଏହାହିଁ କର ଯେପରି ମୋ ହୃଦୟ ମଧ୍ୟରେ କୌଣସି ଭୁଲ୍, କୌଣସି ଆବରଣ, କୌଣସି ମାରାତ୍ମକ ଅଜ୍ଞାନତା ଲୁଚି ପ୍ରବେଶ ନ କରେ ।… କର୍ମ
କାଲି ସନ୍ଧ୍ୟାରେ ଶେଷ ଆବରଣ ପ୍ରାୟ ଅପସରି ଯାଇଥିଲା, ଅନ୍ଧ ଓ ଅଜ୍ଞାନପୂର୍ଣ୍ଣ ବ୍ୟକ୍ତିତ୍ୱର ଦୁର୍ଗ ପ୍ରାୟ ଆମ-ସମର୍ପଣ କରିଥା; ଏହାହିଁ ପ୍ରଥମ ଥର ପାଇଁ ମୁଁ ବୁଝିପାରିଲି ଯଥାର୍ଥରେ ନୈବ୍ୟକ୍ତିକ ସେବା କ’ଣ,
ବାହ୍ୟ କର୍ମରେ ସକ୍ରିୟ ରହି, ସେହି ସଙ୍ଗେ ସଙ୍ଗେ ଚିନ୍ତାରେ ତୋ ଉପରେ ନିରନ୍ତର ଏକାଗ୍ର ରହିବା, ଆଉ ତୋ ସଙ୍ଗେ ଏପରି ପୂର୍ଣ୍ଣ ଏକତ୍ୱ ଲାଭ କରିବା ଯାହାର ଫଳ “ଅଖଣ୍ଡ ଚେତନା,
ମୁଁ ଏତେ ଆଶା କରିସାରିଲା ପରେ, ମୋର ବାହ୍ୟ ସତ୍ତ ଯେ ତୋ ଉଦ୍ଦେଶ୍ୟ ସାଧନର ଉପଯୋଗୀ ଯନ୍ତ୍ର ହୋଇପାରେ ଏହି ବିଶ୍ଵାସ ହୋଇସାରିଲା ପରେ, ଅବଶେଷରେ ଅହଂକାରର ଅନ୍ଧ ଗୁରୁଭାରରୁ ମୁକ୍ତ ହୋଇଛି
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot