ଏପ୍ରିଲ୍ ୨୩, ୧୯୧୪ ସକଳ ବିଧ-ନିଷେଧ ଲୋପ ପାଇଛି, ନିୟମ-ସଂଯମ ଅନ୍ତର୍ହିତ ହୋଇଛି, ସମସ୍ତ ଚେଷ୍ଟା ବନ୍ଦ ହୋଇଯାଇଛି; ମନେହୁଏ, ଏହା ମୋ ନିଜ ସଂକଳ୍ପ ଯୋଗୁଁ ନୁହେଁ ବା ମୋ ନିଜ ଅବହେଳା ଯୋଗୁଁ ନୁହେଁ, କିନ୍ତୁ Read More »