Divine Light Online

Tag: April 10

ଏପ୍ରିଲ୍ ୧୦, ୧୯୧୪

ସହସା ଆବରଣ ଛିନ୍ନ ହୋଇଗଲା, ଦିଗବଳୟ ଉଦ୍ଭାସିତ ହୋଇଉଠିଲା । ଏହି ନିର୍ମଳ ଦର୍ଶନ ଲାଭ କରି ମୋର ସମଗ୍ର ସତ୍ତ କୃତଜ୍ଞତାରେ ପରିପ୍ଳୁତ ହୋଇ ନିଜକୁ ତୋ ଚରଣରେ ଅର୍ପଣ କଲା ।

Read More »