ଜାନୁଆରି ୧୧, ୧୯୧୫
ମାନସ ସତ୍ତାର ଅଭୀପ୍ସା ପୂର୍ବାପେକ୍ଷା ପ୍ରବଳ ଆଗ୍ରହ ସହ ତୋ ଆଡ଼କୁ ଉଠିଚାଲୁଛି ।… ସର୍ବଦା ହିଁ ସେଠାରେ ଅନନ୍ତ ଓ ଶାଶ୍ଵତଙ୍କ ଉପଲବ୍ଧି ବିଦ୍ୟମାନ । କିନ୍ତୁ ମନେହୁଏ ଯେପରି ତୁ ମୋତେ
ମାନସ ସତ୍ତାର ଅଭୀପ୍ସା ପୂର୍ବାପେକ୍ଷା ପ୍ରବଳ ଆଗ୍ରହ ସହ ତୋ ଆଡ଼କୁ ଉଠିଚାଲୁଛି ।… ସର୍ବଦା ହିଁ ସେଠାରେ ଅନନ୍ତ ଓ ଶାଶ୍ଵତଙ୍କ ଉପଲବ୍ଧି ବିଦ୍ୟମାନ । କିନ୍ତୁ ମନେହୁଏ ଯେପରି ତୁ ମୋତେ
ହେ ଭଗବାନ୍ ! ବର୍ତ୍ତମାନ ସବୁ କିଛି ପରିବର୍ତ୍ତିତ ହୋଇଯାଇଛି । ବିଶ୍ରାମ ଓ ପ୍ରସ୍ତୁତିର ସମୟ ଶେଷ ହୋଇଯାଇଛି । ତୁ ଚାହୁଁଛୁ ମୁଁ ଜଣେ ନିଷ୍କ୍ରିୟ, ଧ୍ୟାନପରାୟଣ ସେବକ ନ ହୋଇ
ହେ ପ୍ରଭୁ ! ମୋ ପ୍ରାର୍ଥନା ଶୁଣ… ମୋ ମଧ୍ୟରେ ତୁ ହିଁ ସର୍ବଶକ୍ତିମାନ୍, ମୋ ଭାଗ୍ୟର ଏକଚ୍ଛତ୍ର ସମ୍ରାଟ୍, ଜୀବନର ଦିଶାରୀ, ସକଳ ବିଘ୍ନବିନାଶକ, ମନର ଯାବତୀୟ ପୂର୍ବସଂସ୍କାର ଓ ପକ୍ଷପାତିତ୍ଵର ଧ୍ୱଂସସାଧକ
ହେ ଭଗବାନ୍ ! ତୋ ସମ୍ମୁଖରେ ମୁଁ ବହୁକ୍ଷଣ ଧରି ନୀରବ ରହିଥିଲି ଜ୍ୱଳନ୍ତ ଆରାଧନାରେ ପୂର୍ଣ୍ଣ ହୋଇ, ପରମ ଏକାତ୍ମତା ନିମନ୍ତେ ଉନ୍ମୁଖ ହୋଇ, ଅନ୍ତରରେ ନିଜକୁ ଭୁଲୁଣ୍ଠିତ କରି ।… ଚିରଦିନ
ହେ ସତ୍ୟରୂପୀ ଭଗବାନ୍ ! ତୋ ପ୍ରକାଶ ନିମନ୍ତେ ଗଭୀର ବ୍ୟାକୁଳତା ସହ ବାରବାର କରି ତିନିବାର ମୁଁ ତୋତେ ଆବାହନ କରିଛି । ତା’ପରେ ସମଗ୍ର ସତ୍ତ ତାର ଅଭ୍ୟାସାନୁଯାୟୀ ତୋ ନିକଟରେ
ନିଃସଙ୍ଗତା, କଠୋର ନିଃସଙ୍ଗତା… ଏବଂ ନିରନ୍ତର ଏହି ତୀବ୍ର ଅନୁଭବ ଯେ, ମୁଁ ଯେପରି ଗୋଟିଏ ଗଭୀର ଅନ୍ଧକାରମୟ ନରକ ମଧ୍ୟକୁ ସିଧା ନିକ୍ଷିପ୍ତ ହୋଇଛି । ଜୀବନର କୌଣସି ମୁହୂର୍ତ୍ତରେ, କୌଣସି ଅବସ୍ଥାରେ
ସେହି ଏକା ହିଁ କଠୋର ନିଃସଙ୍ଗତା… କିନ୍ତୁ ଏହା ଯନ୍ତ୍ରଣାଦାୟକ ନୁହେଁ, ବରଂ ବିପରୀତ । ଏହା ମଧ୍ୟରେ ସ୍ପଷ୍ଟତର ଭାବେ ପ୍ରକାଶିତ ହୋଇଛି ସେହି ଅସୀମ ଓ ବିଶୁଦ୍ଧ ପ୍ରେମ ଯାହା ମଧ୍ୟରେ
ମନର ମଧୁର ନୀରବତାର ସମୟ ଅତୀତ ହୋଇଯାଇଛି; କି ଶାନ୍ତିପୂର୍ଣ୍ଣ, କି ପବିତ୍ର ସେହି ଦିନଗୁଡ଼ିକ ! ତାହା ମଧ୍ୟଦେଇ ଅନୁଭୂତ ହେଉଥିଲା ସେହି ଗଭୀର ସଙ୍କଳ୍ପ ଯାହା ତା’ର ସତ୍ୟର ସମସ୍ତ ଶକ୍ତି
ମୋଟ ଉପରେ ଗୋଟିଏ ସ୍ଥିର ଓ ଗଭୀର ଉଦାସୀନତାର ଅବସ୍ଥା ଆସିଛି, ଆଧାର ମଧ୍ୟରେ ବାସନା ବା ବୈରାଗ୍ୟ, ଉତ୍ସାହ ବା ଅବସାଦ, ଦୁଃଖ ବା ଆନନ୍ଦର କୌଣସି ଅନୁଭବ ନାହିଁ । ଜୀବନକୁ
ଗୋଟିଏ ଅପରିହାର୍ଯ୍ୟ ପ୍ରୟୋଜନ ବଶରେ ମୋତେ ମୋର ଅନୁସନ୍ଧିତ୍ସା ଓ ମୋ ଅନ୍ତରାତ୍ମାର ସମୟ ପ୍ରୟାସର ଏହି ସହଚରଟିକୁ ପୁନଶ୍ଚ ଗ୍ରହଣ କରିବାକୁ ହୋଇଛି । ବାହାରର ସମସ୍ତ ଅବସ୍ଥା ପରିବର୍ତ୍ତିତ ହୋଇଯାଇଛି, ସ୍ଥଳ
ହେ ଭଗବାନ୍ ! ଦିନେ ତୁ ମୋ ମନକୁ ଶିକ୍ଷା ଦେଲୁ ଯେ ସେ ତା ଦିବ୍ୟ ସତ୍ୟର ପ୍ରକାଶର ଯନ୍ତ୍ର ହୋଇ, ତୋ ସନାତନ ସଂକଳ୍ପର ବାହନ ହୋଇ ପୂର୍ଣ୍ଣଭାବେ କାର୍ଯ୍ୟ କରିପାରେ,
ହେ ଭଗବାନ୍ ! ସେବକ ଓ ଯନ୍ତ୍ରର ଭୂମିକା ଗ୍ରହଣ କରି ମୁଁ କ’ଣ ତୋ ଆଡ଼କୁ ଫେରି ତୋର ସ୍ତୁତିଗାନ କରିବି ନା ତୋର ସନାତନ ସଦ୍ବସ୍ତୁ ଏବଂ ଅସୀମ ଆନନ୍ଦ ମଧ୍ୟରେ
ପ୍ରବଳ ବାୟୁ ଯେପରି ସମୁଦ୍ର ବକ୍ଷରେ ପ୍ରବାହିତ ହେଲେ ତାହାର ଅସଂଖ୍ୟ ତରଙ୍ଗାବଳୀକୁ ଫେନପୁଞ୍ଜରେ ମୁକୁଟମଣ୍ଡିତ କରେ, ସେହିପରି ମୋ ସ୍ମୃତି ଉପର ଦେଇ ଗୋଟାଏ ବିପୁଳ ଫୁକାର ପ୍ରବାହିତ ହୋଇ ସେଠାରେ ଅଗଣିତ
ସକଳ ବାହ୍ୟ ଇଙ୍ଗିତ, ସକଳ ବିଶେଷ ଅବସ୍ଥାର ଊର୍ଦ୍ଧ୍ୱରେ, ସମୟ ଏପରି ଗମ୍ଭୀର ପଦକ୍ଷେପରେ ଚାଲୁଛି, ଭିତରେ ରହିଛି ଏପରି ପ୍ରଗାଢ଼ ନୀରବତା, ଏପରି ଗଭୀର ଓ ବିପୁଳ ପ୍ରଶାନ୍ତି ଯେ ଅଫୁରନ୍ତ ଅଶ୍ରୁ
ଚେତନା ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ଧ୍ୟାନରେ ବୁଡ଼ି ରହିଥିଲା, ସମଗ୍ର ଆଧାର ଏକ ବୃହତ୍ ଓ ପରମ ସୁଖ ଭୋଗ କରୁଥିଲା ।ସ୍ଥୂଳ ଦେହ, ପ୍ରଥମେ ତାହାର ନିମ୍ନତର ଅଙ୍ଗ ଗୁଡ଼ିକ, ପରେ ସମଗ୍ର
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot