Divine Light Online

Tag: 1912

ନଭେମ୍ବର ୨୬, ୧୯୧୨

ପ୍ରତି ମୁହୂର୍ତ୍ତରେ ମୋ ଅନ୍ତରତମ କୃତଜ୍ଞତା ଜଣାଇ ତୋର ସ୍ତୁତି ଗାନ କରିବି ।ମୋ ଚତୁର୍ଦ୍ଦିଗରେ, ସର୍ବତ୍ର, ସକଳ ବସ୍ତୁ ମଧ୍ୟରେ ତୁ ନିଜକୁ ପ୍ରକାଶ କରୁଛୁ, ଏବଂ ମୋ ଭିତରେ ତୋ ଚେତନା,

Read More »

ନଭେମ୍ବର ୨୮, ୧୯୧୨

ଧ୍ୟାନ-ଧାରଣାରେ ଯେଉଁ ସମୟ ଅତିବାହିତ ହୁଏ, ତା’ର ଅପରିହାର୍ଯ୍ୟ ପରିପୂରକ ନୁହେଁ କି ବାହ୍ୟ ଜୀବନ, ପ୍ରତିଦିନର ପ୍ରତି ମୁହୂର୍ତ୍ତର କର୍ମ ? ଏହି ଦୁଇଟିରେ ଯେତେ କରି ସମୟ ଦିଆହୁଏ, ସେହି ଅନୁପାତ

Read More »

ଡିସେମ୍ବର ୨, ୧୯୧୨

ଯେପର୍ଯ୍ୟନ୍ତ ସତ୍ତାର ଗୋଟିଏ ବି କ୍ଷୁଦ୍ର ଅଂଶ, ଚିନ୍ତାର ଗୋଟିଏ ବି କ୍ରିୟା କୌଣସି ବାହ୍ୟ ପ୍ରଭାବର ଅଧୀନରେ ରହିଛି, ଅର୍ଥାତ୍ ଏକ ମାତ୍ର ତୋ ଅଧୀନରେ ନାହିଁ, ସେପର୍ଯ୍ୟନ୍ତ ତୋ ସହ ଯଥାର୍ଥ

Read More »

ଡିସେମ୍ବର ୩, ୧୯୧୨

କାଲି ରାତିରେ ମୁଁ ଅନୁଭବ କଲି – ନିର୍ଭରତା ସହ ତୋ ଚାଳନାରେ ନିଜକୁ ଛାଡ଼ିଦେଲେ ତାହା କିପରି ଫଳପ୍ରଦ ହୁଏ । ଯେତେବେଳେ ଯାହା ଜାଣିବା ଆବଶ୍ୟକହୁଏ ତା’ ଠିକ୍ ସେତେବେଳେ ଜାଣିହୁଏ,

Read More »

ଡିସେମ୍ବର ୫, ୧୯୧୨

ଶାନ୍ତି ଓ ନିଶ୍ଚଳ ନୀରବତା ଭିତରେ ଶାଶ୍ଵତଙ୍କର ପ୍ରକାଶ ହୁଏ, କୌଣସି ବସ୍ତୁଦ୍ଵାରା ନିଜକୁ ବିଚଳିତ ହେବାକୁ ଦେବ ନାହିଁ, ତା’ ହେଲେ ଶାଶ୍ଵତ ପ୍ରଭୁ ପ୍ରକାଶିତ ହେବେ; ସକଳ ଅବସ୍ଥା ରେ ପୂର୍ଣ୍ଣ

Read More »

ଡିସେମ୍ବର ୭, ୧୯୧୨

ନୀରବତାରେ ଅଗ୍ନିଶିଖା ଯେପରି ଜଳେ, ସୁଗନ୍ଧିତ ଧୂପ ଯେପରି ଅବିକମ୍ପିତଭାବେ ଊର୍ଦ୍ଧ୍ୱକୁ ଉଠିଚାଲେ, ସେହିପରି ମୋର ପ୍ରେମ ତୋ ଆଡ଼କୁ ଯାଉଛି । ଶିଶୁ ଯେପରି ବିଚାର କରେ ନାହିଁ ବା କୌଣସି ପାଇଁ

Read More »

ଡିସେମ୍ବର ୧୦, ୧୯୧୨

ହେ ପରମ ବିଧାତା, ଶାଶ୍ୱତ ଗୁରୁ, ପୁଣି ଥରେ ତୁ ମୋତେ ନିଃସଂଶୟ ଭାବେ ବୁଝାଇଦେଲୁ ତୋ ନିର୍ଦ୍ଦେଶ ଉପରେ ପୂର୍ଣ୍ଣ ନିର୍ଭରତା କି ଅନୁପମ ସଫଳତା ଆଣିଦିଏ ।ଗତକାଲି ମୋର ବାଣୀ ମଧ୍ୟଦେଇ

Read More »

ଡିସେମ୍ବର ୧୧, ୧୯୧୨

…ଧୀରସ୍ଥିର ଭାବରେ ମୁଁ ଅପେକ୍ଷା କରୁଛି ଆଉ ଗୋଟିଏ ଆବରଣ ଛିନ୍ନ ହୋଇଯିବାକୁ, ଯେତେବେଳେ ତୋ ସଙ୍ଗେ ମିଳନ ହେବ ସୁସଂପୂର୍ଣ୍ଣ । ମୁଁ ଜାଣେ, ଏହି ଆବରଣ ତିଆରି ହୋଇଛି କ୍ଷୁଦ୍ର କ୍ଷୁଦ୍ର

Read More »

ନଭେମ୍ବର ୨, ୧୯୧୨

ହେ ମଙ୍ଗଳମୟ ପରମ ବିଧାତା ! ତୁହିଁ ସକଳ ବସ୍ତୁର ଜୀବନ, ଜ୍ୟୋତିଃ ଓ ପ୍ରେମ । ମୋର ସମସ୍ତ ସତ୍ତା ତତ୍ତ୍ୱତଃ ତୋଠାରେ ନିବେଦିତ, କିନ୍ତୁ ପ୍ରତ୍ୟେକ କ୍ଷୁଦ୍ର କ୍ଷୁଦ୍ର ବ୍ୟାପାରରେ ଏହି

Read More »

ନଭେମ୍ବର ୧୯, ୧୯୧୨

ତୋତେ ମୁଁ ଯଥାର୍ଥ ଭାବେ ପାଇଛି, ତୋ ସଙ୍ଗେ ମୋର ମିଳନ ନିରନ୍ତର, ଏହି କଥା ସେହି ଇଂରେଜ ଯୁବକକୁ ଗତକାଲି କହିଲି, ଯେ କି ଯଥାର୍ଥ ଐକାନ୍ତିକ ଆକାଂକ୍ଷା ସହ ତୋତେ ଅନୁସନ୍ଧାନ

Read More »

ନଭେମ୍ବର ୩, ୧୯୧୨

ତୋ ଦିବ୍ୟଜ୍ୟୋତିଃ ମୋ ଭିତରେ ଗୋଟିଏ ଜୀବନ୍ତ ଅଗ୍ନିଶିଖା ତୁଲ୍ୟ ଜଳୁଛି ଆଉ ତୋ ଦିବ୍ୟପ୍ରେମ ମୋ ଭିତରେ ପ୍ରବେଶ କରୁଛି । ମୁଁ ମୋ ସମସ୍ତ ସତ୍ତା ସହ ଅଭୀପ୍ସା କରୁଛି ଯେ

Read More »