Divine Light Online

Category: Prayers & Meditation

ଜୁଲାଇ ୫, ୧୯୧୪

ଆଧାରର ଯାହାକିଛି ବହିର୍ମୁଖୀ, ନିମ୍ନତର, ଏବେବି ତମସାଚ୍ଛନ୍ନ, ମୌନ ସାଗ୍ରହ ଆରାଧନା ନେଇ ତାହା ତୋ ନିକଟରେ ପ୍ରଣତ । ତା’ର ସମସ୍ତ ଶକ୍ତି ଦେଇ ସେ ତୋର ଶୁଦ୍ଧିଦାୟିନୀ କ୍ରିୟା ଲାଗି ତୋତେ

Read More »

ଜୁଲାଇ ୨୫, ୧୯୧୪

ପ୍ରତ୍ୟୁଷରେ ଉଠି ମୁଁ ଧରଣୀର ସ୍ତୁତି ଗାନ କଲି । ଏଠାରେ ଯେ କେବଳ ତୋତେ କାମନା କରାଯାଏ ତା’ ନୁହେଁ, ତୋତେ ଜାଣିହୁଏ ଏବଂ ତୋ ସହ ଏକ ହୋଇଯାଇହୁଏ । ଆଶ୍ଚର୍ଯ୍ୟ

Read More »

ଅଗଷ୍ଟ ୨୧, ୧୯୧୪

ହେ ଭଗବାନ୍, ଭଗବାନ୍, ସମଗ୍ର ପୃଥିବୀ ଆନ୍ଦୋଳିତ; ସେ ଶୋକମଗ୍ନ, ଯନ୍ତ୍ରଣାଗ୍ରସ୍ତ, ମୁମୂର୍ଷପ୍ରାୟ… ଏହି ଦୁଃଖତାପ ତା’ ଉପରେ ଆସି ବୃଥାରେ ଯେପରି ଚାଲିନ ଯାଉ, ଏହାହିଁ କର ଯେପରି ଏହି ରକ୍ତକ୍ଷୟ ନେଇଆସୁ

Read More »

ସେପ୍ଟେମ୍ବର ୧୬, ୧୯୧୪

ଶୁଣ ସେହି କର ଯାହା ଉତ୍ଥିତ ହେଉଛି, ଶୁଣ ସେହି ଗାନ ଯାହା ଦିବ୍ୟ ଉଷାକୁ ବରଣ କରୁଛି । ତୋର ପରମ ଦିବ୍ୟବିଧାନ ପୂର୍ଣ୍ଣ ହେଉ, – ତାହା ଯଦି ବିଶ୍ଵଗତ ଶାଶ୍ୱତ

Read More »

ଅକ୍ଟୋବର ୧୬, ୧୯୧୪

ତୁ ଚାହୁଁ ମୁଁ ଯେପରି ଗୋଟିଏ ଜଳବାହୀ ପ୍ରଣାଳୀ ତୁଲ୍ୟ ହୋଇଉଠେ, ନିରନ୍ତର ଉନ୍ମକ୍ତ, ନିରନ୍ତର ବୃହତ୍ତର ହୋଇଚାଲେ, ଯଦ୍ଦ୍ୱାରା ତୋ ଶକ୍ତି ପ୍ରଚୁର ଭାବେ ଏ ଧରଣୀ ଉପରେ ପ୍ରବାହିତ ହୋଇପାରିବ… ହେ

Read More »

ଡିସେମ୍ବର ୧୫, ୧୯୧୪

ହେ ଭଗବାନ୍ ! ତୁ ଶକ୍ତି ମଧ୍ୟରେ ମୋତେ ଶାନ୍ତି ଦେଇଛୁ, କର୍ମ ମଧ୍ୟରେ ଦେଇଛୁ ସ୍ଥିର ପ୍ରସନ୍ନତା, ସକଳ ଘଟଣା ମଧ୍ୟରେ ଦେଇଛୁ ଅଚଳ ସୁଖ ।

Read More »

ନଭେମ୍ବର ୭, ୧୯୧୫

ସକଳ ବାହ୍ୟ ଇଙ୍ଗିତ, ସକଳ ବିଶେଷ ଅବସ୍ଥାର ଊର୍ଦ୍ଧ୍ୱରେ, ସମୟ ଏପରି ଗମ୍ଭୀର ପଦକ୍ଷେପରେ ଚାଲୁଛି, ଭିତରେ ରହିଛି ଏପରି ପ୍ରଗାଢ଼ ନୀରବତା, ଏପରି ଗଭୀର ଓ ବିପୁଳ ପ୍ରଶାନ୍ତି ଯେ ଅଫୁରନ୍ତ ଅଶ୍ରୁ

Read More »

ନଭେମ୍ବର ୨୬, ୧୯୧୨

ପ୍ରତି ମୁହୂର୍ତ୍ତରେ ମୋ ଅନ୍ତରତମ କୃତଜ୍ଞତା ଜଣାଇ ତୋର ସ୍ତୁତି ଗାନ କରିବି ।ମୋ ଚତୁର୍ଦ୍ଦିଗରେ, ସର୍ବତ୍ର, ସକଳ ବସ୍ତୁ ମଧ୍ୟରେ ତୁ ନିଜକୁ ପ୍ରକାଶ କରୁଛୁ, ଏବଂ ମୋ ଭିତରେ ତୋ ଚେତନା,

Read More »

ଜୁନ୍ ୧୮, ୧୯୧୩

ତୋର ଅଭିମୁଖୀ ହେବା, ତୋ ସଙ୍ଗେ ଏକ ହେବା, ତୋ ମଧ୍ୟରେ ଓ ତୋ ନିମିତ୍ତ ଜୀବନଧାରଣ କରିବା, ଏହାହିଁ ପରମ ସୁଖ, ଅମିଶ୍ର ଆନନ୍ଦ ଓ ଅଖଣ୍ଡ ଶାନ୍ତି ।ଏହାର ଅର୍ଥ ହେଉଛି

Read More »

ଡିସେମ୍ବର ୨୯, ୧୯୧୩

ବର୍ଷଶେଷ ସମ୍ପର୍କରେ ଯେଉଁ ପ୍ରଚଳିତ ସାମୂହିକ ପରମ୍ପରା ରହିଛି, ହେ ପ୍ରଭୁ, ସେହି ସୁଯୋଗ ନେଇ ଯେପରି ଶେଷ ହୋଇଯାଉ ଆମ ଭିତରେ ଏପର୍ଯ୍ୟନ୍ତ ଯେଉଁସବୁ ବନ୍ଧନ, ଆସକ୍ତି, ମାୟାମୋହ, ଦୁର୍ବଳତା ଆଦି ରହିଛି,

Read More »

ଜାନୁଆରି ୨୯, ୧୯୧୪

ହେ ପ୍ରେମର ପ୍ରଭୁ, ସମସ୍ତଙ୍କ ଭିତରେ ତୁ ରହିଛୁ, ତେଣୁ ସମସ୍ତ ମନୁଷ୍ୟ, ଏପରିକି ଅତି ନିଷ୍ଠୁର ବି ଦୟାର୍ଦ୍ର ହୋଇପାରେ, ଅତି ହୀନ ବି ନ୍ୟାୟ ଓ ସମ୍ମାନକୁ ମର୍ଯ୍ୟାଦା ଦିଏ, ଯଦିଓ

Read More »

ଫେବ୍ରୁଆରି ୧୭, ୧୯୧୪

ହେ ପ୍ରଭୁ, କି ତୀବ୍ର ଆବେଗ ସହ ମୋର ଅଭୀପ୍ସା ତୋ ଆଡ଼କୁ ଉଠି ଚାଲିଛି । ଆମ୍ଭମାନଙ୍କୁ ପ୍ରଦାନ କର ତୋ ଦିବ୍ୟ ବିଧାନର ପୂର୍ଣ୍ଣ ଚେତନା, ପ୍ରଦାନ କର ତୋ ଦିବ୍ୟ

Read More »

ମାର୍ଚ୍ଚ ୧୨, ୧୯୧୪

ହେ ଭଗବାନ୍, ମୋର ଏକ ମାତ୍ର ଅଭୀପ୍ସା, ତୋତେ ଯେପରି ପ୍ରତ୍ୟହ କ୍ରମଶଃ ଭଲ କରି ଜାଣିପାରେ ଏବଂ କ୍ରମଶଃ ଭଲଭାବେ ତୋର ସେବା କରିପାରେ । ବାହ୍ୟ ପରିସ୍ଥିତିରେ କ’ଣ ଯାଏ ଆସେ

Read More »

ଏପ୍ରିଲ୍ ୧, ୧୯୧୪

ମନେହୁଏ ଯେପରି ତୋ ମନ୍ଦିରର ନିଭୃତରେ ପ୍ରବେଶ କରିଛି ଏବଂ ତୋର ଇଚ୍ଛାସହ ପରିଚିତ ହୋଇଛି । ଏକ ମହାନ୍ ଆନନ୍ଦ ଓ ଗଭୀର ଶାନ୍ତି ମୋ ଭିତରେ ବିଦ୍ୟମାନ, ତେବେ ବି ମୋ

Read More »