Divine Light Online

କାର୍ଯ୍ୟ ପ୍ରତି ସଠିକ୍ ମନୋଭାବ

ତୁମେ ଯେଉଁ କାର୍ଯ୍ୟକୁ ସର୍ବୋତ୍କୃଷ୍ଟ ବୋଲି ଭାବୁଛ ତାହାହିଁ କର, ତାହା ଯେତେ କଷ୍ଟକର ହେଉନା କାହିଁକି।

ଶ୍ରୀମା

 

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ସ୍ନେହମୟୀ ମା, ଗୋଟିଏ ଶିଶୁକୁ ଆମେ ସବୁବେଳେ କିଛି ଚାହିଁବାର ଅଭ୍ୟାସକୁ ଅତିକ୍ରମ କରିବାରେ କିପରି ସାହାଯ୍ୟ କରିପାରିବୁ ?

ଏଥିଲାଗି ବହୁବିଧ ଉପାୟ ରହିଛି । କିନ୍ତୁ ପ୍ରଥମେ ତୁମକୁ ଜାଣିବାକୁ ହେବ ଯେ ସେ ଯାହା ଚିନ୍ତା କରୁଛି ଓ ଅନୁଭବ କରୁଛି ସେସବୁକୁ ମୁକ୍ତ ଭାବରେ ପ୍ରକାଶ କରିବାରେ ଯେପରି ବାଧା

ବାହ୍ୟ ଶୃଙ୍ଖଳା

କେତେକ ବାହ୍ୟ ଶୃଙ୍ଖଳା କ’ଣ ସାହାଯ୍ୟ କରେ ନାହିଁ ? ଯଦି ତୁମେ ନିଜ ଉପରେ ଏକ ଶୃଙ୍ଖଳା ଆରୋପ କରିବ ଓ ତାହା ଅତିଶୟ ଏକ ନିର୍ବୋଧ ଆଚରଣ ହୋଇ ନ ଥିବ,

ବିଚାର ବୁଦ୍ଧିକୁ ପ୍ରଭୁ ହେବାକୁ ହେବ

ଏକଥା ପିଲାଦିନଠାରୁ ଶିକ୍ଷା କରିବା ଭଲ ଯେ ଏକ ସଫଳ ଜୀବନଯାପନ ନିମନ୍ତେ ଏବଂ ଶରୀର ଯାହା ଦେବାକୁ ସକ୍ଷମ ସେଥିରୁ ସବୁଠୁ ବେଶୀ କଥା ଆଦାୟ କରିବା ନିମନ୍ତେ ବିଚାର ବୁଦ୍ଧି ଗୃହଟିର

ଆଧ୍ୟାତ୍ମିକତା ଓ ନୈତିକତା

ଆଧ୍ୟାତ୍ମିକତା ଓ ନୈତିକତା ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି । ଏହି ଦୁଇଟି କଥାର ପରସ୍ପର ମଧ୍ୟରେ ସବୁବେଳେ ଗୋଳମାଳ ସୃଷ୍ଟି ହୁଏ । ଆଧ୍ୟାତ୍ମିକ ଜୀବନ ବା ଯୋଗଜୀବନର ଲକ୍ଷ୍ୟ ହେଉଛି ଭାଗବତ

ଏକ ନିଷ୍ପତ୍ତିମୂଳକ ମୋଡ଼

ବର୍ତ୍ତମାନ ମୁହୁର୍ତ୍ତରେ ପୁଣି ଥରେ ଆମ୍ଭେମାନେ ପୃଥିବୀ ଇତିହାସର ଏକ ନିଷ୍ପଭିମୂଳକ ମୋଡ଼ରେ ଆସି ପହଞ୍ଚିଛୁ । ଚାରି ଦିଗରୁ ମୋତେ ପଚରା ଯାଉଛି, “କ’ଣ ଘଟିବାକୁ ଯାଉଛି ?” ସବୁଆଡ଼େ ନୈରାଶ୍ୟ, ପ୍ରତ୍ୟାଶା,

No more posts to show